Base Word
שְׁאֵל
Short Definitionto ask
Long Definitionto ask
Derivationcorresponding to H7592
International Phonetic Alphabetʃɛ̆ˈʔel
IPA modʃɛ̆ˈʔel
Syllablešĕʾēl
Dictionsheh-ALE
Diction Modsheh-ALE
Usageask, demand, require
Part of speechv

Ezra 5:9
ଆମ୍ଭମାନେେ ସହେି ପ୍ରାଚୀନବର୍ଗମାନଙ୍କୁ ଏହି କାର୍ୟ୍ଯ ବିଷଯ ରେ କିଛି ପଗ୍ଭରିଲୁ, ତାହା ହେଲା, ଏହି ମନ୍ଦିର ନିର୍ମାଣ କରିବାକୁ ଓ ଏହି ପ୍ରାଚୀର ସମାପ୍ତ କରିବାକୁ କିଏ ତୁମ୍ଭମାନଙ୍କୁ ଆଜ୍ଞା ଦଲୋ?

Ezra 5:10
ଆମ୍ଭମାନେେ ମଧ୍ଯ ସମାନଙ୍କେର ନାମ ପଗ୍ଭରିଲୁ। ଆମ୍ଭମାନେେ ମଧ୍ଯ ସମାନଙ୍କେର ନାମ ଲେଖିବାକୁ ଗ୍ଭହିଁଲୁ।

Ezra 7:21
ଆଉ ସ୍ବର୍ଗସ୍ଥ ପରମେଶ୍ବରଙ୍କ ବ୍ଯବସ୍ଥା ଅଧ୍ଯାପକ ଯାଜକ ଏଜ୍ରା ଯାଜକ ତୁମ୍ଭମାନଙ୍କଠାରୁ ଯାହା ଯାହା ଲୋଡିବ।

Daniel 2:10
କଲଦୀଯମାନେ ଉତ୍ତର ଦଇେ କହିଲେ, ପୃଥିବୀ ରେ ଏପରି କୌଣସି ମନୁଷ୍ଯ ନାହିଁ ଯେ କି ଆମ୍ଭମାନଙ୍କୁ ମହାରାଜାଙ୍କ ସ୍ବପ୍ନ ବିଷଯ ପ୍ରକାଶ କରିପାରିବ? କାରଣ କୌଣସି ରାଜା, ପ୍ରଭୁ କିମ୍ବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ, ଗଣକକୁ ଅଥବା କଲଦୀଯକୁ ଏପରି କଥା ପଗ୍ଭରିନାହାଁନ୍ତି।

Daniel 2:11
ଏବଂ ମହାରାଜ ଏକ ଅସାଧାରଣ ପ୍ରଶ୍ନ କରିଛନ୍ତି। କବଳେ ଦବେତାମାନେ ସହେି ପ୍ରଶ୍ନର ଉତ୍ତର ଦଇେ ପାରିବେ। କିନ୍ତୁ ଦବେତାମାନେ ଲୋକମାନଙ୍କ ସହିତ ବାସ କରନ୍ତି ନାହିଁ।

Daniel 2:27
ଦାନିୟେଲ ରାଜାଙ୍କୁ ଉତ୍ତର ଦଇେ କହିଲା, ମହାରାଜ, ଆପଣ ଯେଉଁ ନିଗୃଢ କଥା ପଗ୍ଭରି ଅଛନ୍ତି, ତାହା ବିଦ୍ବାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରଜ୍ଞ ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁ ରେ ପ୍ରକାଶ କରି ପାରନ୍ତି ନାହିଁ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்