Matthew 27:16
ସହେି ସମୟରେ ବାରବ୍ବା ନାମ ରେ ଜଣେ କୁଖ୍ଯାତ ବନ୍ଦୀ ଥିଲା।
Matthew 27:17
ତେଣୁ ଯେତବେେଳେ ସବୁଲୋକେ ଏକାଠି ଜମା ହେଲେ, ସେତବେେଳେ ପୀଲାତ ସମାନଙ୍କେୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ ଜଣେ ଲୋକକୁ ମୁକ୍ତ କରିବି। ବାରବ୍ବା ଓ ଯୀଶୁଙ୍କ ମଧ୍ଯରୁ କାହାକୁ ମୁକ୍ତ କରିବାକୁ ଚାହୁଁଛ?
Matthew 27:20
କିନ୍ତୁ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସମାନେେ ବାରବ୍ବାଙ୍କୁ ମୁକ୍ତ କରିବା ପାଇଁ ଓ ୟିଶୁଙ୍କୁ ମାରିଦବୋ ପାଇଁ ଅନୁ ରୋଧ କରନ୍ତୁ।
Matthew 27:21
ରାଜ୍ଯପାଳ ପୀଲାତ ପଚ଼ାରିଲେ, ବାରବ୍ବା ଓ ଯୀଶୁ ଏହି ଦୁଇଜଣ ବନ୍ଦୀଙ୍କ ମଧ୍ଯରୁ ତୁମ୍ଭମାନଙ୍କ ପାଇଁ କାହାକୁ ମୁକ୍ତ କରିଦବୋ ତୁମ୍ଭମାନେେ ଚାହୁଁଛ?
Matthew 27:26
ପୀଲାତ ବାରବ୍ବାଙ୍କୁ ମୁକ୍ତ କରି ଦେଲେ ଓ ଯୀଶୁଙ୍କୁ ବତରେ ମାରିବା ପାଇଁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କୃଶ ରେ ଚଢ଼ାଇବା ପାଇଁ ସୈନ୍ଯମାନଙ୍କୁ ହାତ ରେ ଅର୍ପଣ କଲେ।
Mark 15:7
ସହେି ସମୟରେ ବନ୍ଦୀଶାଳା ରେ ବାରବ୍ବା ନାମ ରେ ଏକ ବ୍ଯକ୍ତି ବିଦ୍ ରୋହୀମାନଙ୍କ ସହିତ ବନ୍ଦୀ ଥିଲା। ଏହି ବିଦ୍ରୋହୀମାନେ ଗୋଟିଏ ବିଦ୍ରୋହ ସମୟରେ ନରହତ୍ଯା ଅପରାଧ ରେ ଦୋଷୀ ସାବ୍ଯସ୍ତ ହାଇେଥିଲେ।
Mark 15:11
କିନ୍ତୁ ପ୍ରଧାନଯାଜକମାନେ ଲୋକମାନଙ୍କୁ ପ୍ରବର୍ତ୍ତାଇଲେ ଯେ, ସମାନେେ ପୀଲାତଙ୍କୁ କୁହନ୍ତୁ ବାରବ୍ବାକୁ ମୁକ୍ତ କରିବା ପାଇଁ, କିନ୍ତୁ ଯୀଶୁଙ୍କୁ ନୁହେଁ।
Mark 15:15
ପୀଲାତ ଲୋକମାନଙ୍କୁ ଖୁସି କରିବାକୁ ଚାହିଁଲେ, ତେଣୁ ସେ ସମାନଙ୍କେ ପାଇଁ ବାରବ୍ବାକୁ ମୁକ୍ତ କରି ଦେଲେ ଏବଂ ଯୀଶୁଙ୍କୁ କୋରଡା ରେ ପିଟିବା ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ସେ ଯୀଶୁଙ୍କୁ କୃଶ ରେ ଚଢାଇ ମାରିଦବୋ ପାଇଁ ତାହାଙ୍କୁ ସୈନ୍ଯମାନଙ୍କ ହାତ ରେ ଦଇେ ଦେଲେ।
Luke 23:18
କିନ୍ତୁ ସବୁଲୋକେ ପାଟିକରି ଉଠିଲେ, ତାହାକୁ ମାରିଦିଅ। ବାରବ୍ବାକୁ ମୁକ୍ତ କରିଦିଅ।
John 18:40
ମାତ୍ର ଯିହୂଦୀମାନେ ଚିତ୍କାର କଲେ, ନା, ଏ ଲୋକକୁ ନୁହେଁ। ବାରବ୍ବାକୁ ମୁକ୍ତି ଦିଅ। ଏହି ବାରବ୍ବା ଜଣେ ଡକାୟତ ଥିଲା।
Occurences : 11
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்