Matthew 22:16
ସମାନେେ କେତକେ ହରୋଦୀୟ ମାନଙ୍କ ସହିତ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯାଇ କହିଲେ, ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଅନ୍ୟମାନେ କଣ ଭାବୁଛନ୍ତି, ସେ ବିଷୟ ରେ ତୁମ୍ଭେ ଆଦୌ ଭୟ କରନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।
Mark 4:38
ଯୀଶୁ ଡଙ୍ଗା ଭିତ ରେ ପଛ ମଙ୍ଗ ରେ ଗୋଟିଏ ତକିଆ ରେ ମୁଣ୍ଡ ଦଇେ ଶାଇେ ପଡିଥିଲେ। ତାହାଙ୍କ ଶିଷ୍ଯମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସମାନେେ କହିଲେ, ଗୁରୁ, ତୁମ୍ଭେ କ'ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡିୟିବା।
Mark 12:14
ଫାରୂଶୀ ଓ େ ହରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, ଗୁରୁ, ଆମ୍ଭମାନେେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କବେେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ବର ଚାହୁଁଥିବା ଜୀବନର ମାର୍ଗ ବିଷୟ ରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ: କାଇସରଙ୍କୁ କର ଦବୋର ଉଚିତ୍ କି ନୁହେଁ?
Luke 10:40
ମାର୍ଥାକୁ ବହୁତ ଗୁଡାଏ କାମ କରିବାକୁ ପଡୁଥିବାରୁ ସେ ରାଗିଗଲା। ସେ ଯୀଶୁଙ୍କ ପାଖକୁ ଆସି କହିଲା, ପ୍ରଭୁ! ମାେ ଭଉଣୀ ଘରର ଯେ ସବୁ କାମ ମାେ ଉପରେ ଛାଡି ଦଇେଛି, ଏ ବିଷୟ ରେ କ'ଣ ଆପଣଙ୍କର ମନୋୟୋଗ ନାହିଁ? ଏଣୁ ତାହାକୁ କୁହନ୍ତୁ ଯେ ସେ ମାେତେ ସାହାୟ୍ଯ କରୁ।
John 10:13
ସେ ଲୋକଟି ଦୌଡି ପଳାଏ, କାରଣ ସେ ମୂଲିଆ। ସେ ପ୍ରକୃତ ରେ ମଷେମାନଙ୍କର ଯତ୍ନ ନିଏ ନାହିଁ।
John 12:6
କିନ୍ତୁ ୟିହୂଦା ଗରୀବ ଲୋକମାନଙ୍କ ପ୍ରତି ପ୍ରକୃତ ରେ ଚିନ୍ତିତ ନଥିଲା। ସେ ନିଜେ ଚୋର ଥିବାରୁ ଏକଥା କହିଲା। ସେ ଶିଷ୍ଯମାନଙ୍କ ପାଇଁ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ଏବଂ ସେ ପ୍ରାୟ ସହେି ବାକ୍ସରୁ ଟଙ୍କା ଚୋରି କରୁଥିଲା।
Acts 18:17
ତା'ପରେ ସମାନେେ ସମାଜଗୃହର ପ୍ରଧାନ କର୍ତ୍ତା ସୋସ୍ଥନାଙ୍କୁ ଧରିନଇେ ଅଦାଲତ ସାମନା ରେ ପିଟିଲେ। କିନ୍ତୁ ଗାଲ୍ଲିଯୋନ ଏଥି ପ୍ରତି ମାଟେେ ଦୃଷ୍ଟି ଦେଲନୋହିଁ।
1 Corinthians 7:21
ଯଦି ପରମେଶ୍ବର ତୁମ୍ଭମାନଙ୍କୁ କ୍ରୀତଦାସ ଥିବା ଅବସ୍ଥା ରେ ଡ଼ାକିଛନ୍ତି, ସେଥିପାଇଁ ଦୁଃଖ କର ନାହିଁ। କିନ୍ତୁ ଯଦି ତୁମ୍ଭମାନେେ ସ୍ବାଧୀନ ହାଇପୋର, ତାହାହେଲେ ସହେି ସୁଯୋଗର ବ୍ଯବହାର କର।
1 Corinthians 9:9
ମାଶାଙ୍କେ ବ୍ଯବସ୍ଥା ରେ ଲଖାେ ଅଛି : ଖଳା ରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ। ପରମେଶ୍ବର ଏହା କ'ଣ କବଳେ ବଳଦଙ୍କ ବିଷୟ ରେ କହିଲେ ? ନା।
1 Peter 5:7
ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପରେ ରଖ, କାରଣ ସେ ତୁମ୍ଭର ଯତ୍ନ ନିଅନ୍ତି।
Occurences : 10
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்