ଓଡ଼ିଆ ଓଡ଼ିଆ ବାଇବେଲ Zechariah Zechariah 8 Zechariah 8:12 Zechariah 8:12 ଚିତ୍ର English

Zechariah 8:12 ଚିତ୍ର

ଏହି ଲୋକମାନେ ଶାନ୍ତି ରେ ବୃକ୍ଷ ରୋପଣ କରିବେ। ଦ୍ରାକ୍ଷାଲତା ଫଳଧାରଣ କରିବ। ଭୂମି ଉତ୍ତମ ଶସ୍ଯ ପ୍ରଦାନ କରିବ ଆକାଶ ଶିଶିର ପ୍ରଦାନ କରିବ। ଏହି ସମସ୍ତ ବିଷଯ ଆମ୍ଭେ ଅବଶିଷ୍ଟ ଲୋକଙ୍କୁ ପ୍ରଦାନ କରିବା। ଯେପରି ତୁମ୍ଭମାନେେ ଦେଶସବୁ ସମ୍ମୁଖ ରେ ଅଭିଶପ୍ତ ଥିଲ।
Click consecutive words to select a phrase. Click again to deselect.
Zechariah 8:12

ଏହି ଲୋକମାନେ ଶାନ୍ତି ରେ ବୃକ୍ଷ ରୋପଣ କରିବେ। ଦ୍ରାକ୍ଷାଲତା ଫଳଧାରଣ କରିବ। ଭୂମି ଉତ୍ତମ ଶସ୍ଯ ପ୍ରଦାନ କରିବ ଓ ଆକାଶ ଶିଶିର ପ୍ରଦାନ କରିବ। ଏହି ସମସ୍ତ ବିଷଯ ଆମ୍ଭେ ଅବଶିଷ୍ଟ ଲୋକଙ୍କୁ ପ୍ରଦାନ କରିବା। ଯେପରି ତୁମ୍ଭମାନେେ ଦେଶସବୁ ସମ୍ମୁଖ ରେ ଅଭିଶପ୍ତ ଥିଲ।

Zechariah 8:12 Picture in Oriya