| Base Word | |
| τρεῖς | |
| Short Definition | "three" |
| Long Definition | three |
| Derivation | a primary (plural) number |
| International Phonetic Alphabet | tris |
| IPA mod | tris |
| Syllable | treis |
| Diction | trees |
| Diction Mod | trees |
| Usage | three |
ମାଥିଉଲିଖିତ ସୁସମାଚାର 12:40
ୟୁନସ ସମୁଦ୍ରର ଗୋଟିଏ ବଡ଼ ମାଛ ପଟେ ରେ ତିନିଦିନ ଓ ତିନିରାତି ଥିଲେ। ସହେିପରି ମନୁଷ୍ଯପୁତ୍ର ତିନିଦିନ ଓ ତିନିରାତି କବର ଭିତ ରେ ରହିବେ।

ମାଥିଉଲିଖିତ ସୁସମାଚାର 13:33
ତା'ପରେ ଯୀଶୁ ଲୋକମାନଙ୍କୁ ଆଉ ଗୋଟିଏ କାହାଣୀ କହିଲେ: ସ୍ବର୍ଗରାଜ୍ଯ ଖମୀର ଭଳି। ଜଣେ ସ୍ତ୍ରୀଲୋକ ଗୋଟିଏ ବଡ ପାତ୍ର ରେ ଥିବା ଅଟା ରେ ଖମୀର ମିଶାଇଲା। ସବୁତକ ରୋଟୀ ଫୁଲିବା ରେ ଖମୀର କାମ ଦଲୋ।
ମାଥିଉଲିଖିତ ସୁସମାଚାର 15:32
ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ ଡାକି କହିଲେ, ମୁଁ ଏ ଲୋକମାନଙ୍କ ପାଇଁ ବଡ଼ ଦୁଃଖିତ। ସମାନେେ ସୋ ସାଙ୍ଗ ରେ ତିନି ଦିନ ହେଲା ରହିଲଣେି। କିନ୍ତୁ ଏବେ ସମାନଙ୍କେର ଖାଇବାକୁ କିଛି ନାହିଁ। ସମାନେେ ଏଠାରୁ ଭୋକିଲା ଚାଲିୟିବାଟା ମୁଁ ଆଦୌ ଚାହୁଁନି। ସେସାନେ ଘରକୁ ଗଲା ବେଳେ ମୂର୍ଚ୍ଛା ହାଇେ ଯାଇ ପାରନ୍ତି।
ମାଥିଉଲିଖିତ ସୁସମାଚାର 17:4
ଏହା ଦେଖି ପିତର ଯୀଶୁଙ୍କୁ କହିଲେ, ହେ ପ୍ରଭୁ, ଭଲ ହେଲା ଯେ, ଆମ୍ଭେ ଏଠା ରେ ଅଛୁ। ଆପଣ ଚାହିଁଲେ ମୁଁ ଏଠା ରେ ତିନୋଟି ତମ୍ବୁ ଟାଣି ଦବେି। ସେଥିରୁ ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମାଶାଙ୍କେ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।
ମାଥିଉଲିଖିତ ସୁସମାଚାର 18:16
ଯଦି ସେ ଲୋକ କିଛି ଶୁଣିବାକୁ ମନା କରିଦିଏ ତବେେ ଜଣେ ବା ଦୁଇ ଜଣ ଲୋକଙ୍କୁ ନଇେ ପୁଣି ଥରେ ତା' ପାଖକୁ ଯାଅ। ତବେେ ଯାହା କିଛି କୁହା ଯାଇଛି, ଦୁଇ ବା ତିନିଜଣ ସାକ୍ଷୀଙ୍କ ଦ୍ବାରା ତାହା ସମର୍ଥିତ ହବେ।
ମାଥିଉଲିଖିତ ସୁସମାଚାର 18:20
ଏକଥା ସତ୍ଯ। କାରଣ ଯେଉଁଠା ରେ, ମାେ ନାମ ରେ ବିଶ୍ବାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ମଠାେ ରେ ସମାନଙ୍କେ ସହିତ ଅଛି।
ମାଥିଉଲିଖିତ ସୁସମାଚାର 26:61
ଏହି ଲୋକ କହିଛନ୍ତି, 'ମୁଁ ପରମେଶ୍ବରଙ୍କ ମନ୍ଦିର ଧ୍ବଂସ କରିପା ରେ ଓ ପୁଣି ଏହାକୁ ତିନି ଦିନ ମଧିଅରେ ତିଆରି କରି ଦଇପୋ ରେ।'
Occurences : 69
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்