ଓଡ଼ିଆ ଓଡ଼ିଆ ବାଇବେଲ Mark Mark 10 Mark 10:32 Mark 10:32 ଚିତ୍ର English

Mark 10:32 ଚିତ୍ର

ଯୀଶୁ ତାହାଙ୍କ ସହିତ ଲୋକମାନେ ୟିରୁଶାଲମକୁ ଯାଉଥିଲେ। ଯୀଶୁ ସମାନଙ୍କେ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ଯମାନେ ଆଶ୍ଚର୍ୟ୍ଯାନ୍ବିତ ହାଇେ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ ରରେିତଙ୍କୁ ଅଲଗା ଡାକି ୟିରୁଶାଲମ ରେ ଯାହା ସବୁ ଘଟିବ, ସେ ବିଷୟ ରେ କହିବାକୁ ଲାଗିଲେ।
Click consecutive words to select a phrase. Click again to deselect.
Mark 10:32

ଯୀଶୁ ଓ ତାହାଙ୍କ ସହିତ ଲୋକମାନେ ୟିରୁଶାଲମକୁ ଯାଉଥିଲେ। ଯୀଶୁ ସମାନଙ୍କେ ଆଗେ ଆଗେ ଯାଉଥିଲେ। ତାହାଙ୍କ ଶିଷ୍ଯମାନେ ଆଶ୍ଚର୍ୟ୍ଯାନ୍ବିତ ହାଇେ ଯାଉଥିଲେ। କିନ୍ତୁ ତାହାଙ୍କୁ ଅନୁସରଣ କରି ଆସୁଥିବା ଲୋକେ ସବୁ ଡରି ଯାଇଥିଲେ। ଯୀଶୁ ତାହାଙ୍କର ବାରଜଣ ପ୍ ରରେିତଙ୍କୁ ଅଲଗା ଡାକି ୟିରୁଶାଲମ ରେ ଯାହା ସବୁ ଘଟିବ, ସେ ବିଷୟ ରେ କହିବାକୁ ଲାଗିଲେ।

Mark 10:32 Picture in Oriya