ଓଡ଼ିଆ ଓଡ଼ିଆ ବାଇବେଲ Luke Luke 23 Luke 23:8 Luke 23:8 ଚିତ୍ର English

Luke 23:8 ଚିତ୍ର

ହରୋଦ ଯୀଶୁଙ୍କୁ ଦେଖି ବହୁତ ଖୁସି ହାଇଗେଲେ। ହରୋଦ ଯୀଶୁଙ୍କ ବିଷୟ ରେ ସବୁକଥା ଶୁଣି ସାରିଥିଲେ। ବହୁ ଆଗରୁ ଯୀଶୁଙ୍କୁ ଦେଖିବାକୁ ସେ ଇଚ୍ଛା କରିଥିଲେ। ହରୋଦ ଯୀଶୁଙ୍କର ଗୋଟିଏ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଥିଲେ। ତେଣୁ ସେ ଆଶା କରୁଥିଲେ ଯେ, ତାହାଙ୍କ ଆଗ ରେ ଯୀଶୁ କିଛି ଆଶ୍ଚର୍ୟ୍ଯକର୍ମ ପ୍ରଦର୍ଶନ କରିବେ।
Click consecutive words to select a phrase. Click again to deselect.
Luke 23:8

େ ହରୋଦ ଯୀଶୁଙ୍କୁ ଦେଖି ବହୁତ ଖୁସି ହାଇଗେଲେ। େ ହରୋଦ ଯୀଶୁଙ୍କ ବିଷୟ ରେ ସବୁକଥା ଶୁଣି ସାରିଥିଲେ। ବହୁ ଆଗରୁ ଯୀଶୁଙ୍କୁ ଦେଖିବାକୁ ସେ ଇଚ୍ଛା କରିଥିଲେ। େ ହରୋଦ ଯୀଶୁଙ୍କର ଗୋଟିଏ ଆଶ୍ଚର୍ୟ୍ଯକର୍ମ ଦେଖିବାକୁ ଚାହୁଁଥିଲେ। ତେଣୁ ସେ ଆଶା କରୁଥିଲେ ଯେ, ତାହାଙ୍କ ଆଗ ରେ ଯୀଶୁ କିଛି ଆଶ୍ଚର୍ୟ୍ଯକର୍ମ ପ୍ରଦର୍ଶନ କରିବେ।

Luke 23:8 Picture in Oriya