ଓଡ଼ିଆ ଓଡ଼ିଆ ବାଇବେଲ John John 8 John 8:52 John 8:52 ଚିତ୍ର English

John 8:52 ଚିତ୍ର

ଯିହୂଦୀମାନେ ଯୀଶୁଙ୍କୁ କହିଲେ, ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରାହାମ ମରିଥିଲେ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, 'ମାେ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।'
Click consecutive words to select a phrase. Click again to deselect.
John 8:52

ଯିହୂଦୀମାନେ ଯୀଶୁଙ୍କୁ କହିଲେ, ଆମ୍ଭେ ବର୍ତ୍ତମାନ ଜାଣିଲୁ ଯେ, ତୁମ୍ଭ ଭିତ ରେ ଗୋଟିଏ ଭୂତ ଅଛି। ଏପରିକି ଅବ୍ରାହାମ ମରିଥିଲେ ଓ ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ମରିଥିଲେ। କିନ୍ତୁ ତୁମ୍ଭେ କହୁଛ, 'ମାେ ଉପଦେଶ ମାନିବା ଲୋକ କଦାପି ମରିବ ନାହିଁ।'

John 8:52 Picture in Oriya