ଓଡ଼ିଆ ଓଡ଼ିଆ ବାଇବେଲ Jeremiah Jeremiah 27 Jeremiah 27:8 Jeremiah 27:8 ଚିତ୍ର English

Jeremiah 27:8 ଚିତ୍ର

ପୁଣି ଯେଉଁ ଦେଶ ରାଜ୍ଯ ସହେି ବାବିଲର ରାଜା ନବୂଖଦନିତ୍ସରର ଦାସ୍ଯକର୍ମ କରିବେ ନାହିଁ ବାବିଲ ରାଜାର ୟୁଆଳି ତଳେ ଆପଣା ଆପଣା ବକେ ରଖିବେ ନାହିଁ, ସଦାପ୍ରଭୁ କହନ୍ତି,ଆମ୍ଭେ ସେ ଦେଶକୁ ତାହାର ହସ୍ତ ରେ ସଂହାର କରିବା ପର୍ୟ୍ଯନ୍ତ ଆମ୍ଭର ଖଡ୍ଗ, ଦୁର୍ଭିକ୍ଷ ମହାମାରୀ ଦ୍ବାରା ଦଣ୍ଡ ଦବୋ।
Click consecutive words to select a phrase. Click again to deselect.
Jeremiah 27:8

ପୁଣି ଯେଉଁ ଦେଶ ଓ ରାଜ୍ଯ ସହେି ବାବିଲର ରାଜା ନବୂଖଦନିତ୍ସରର ଦାସ୍ଯକର୍ମ କରିବେ ନାହିଁ ଓ ବାବିଲ ରାଜାର ୟୁଆଳି ତଳେ ଆପଣା ଆପଣା ବକେ ରଖିବେ ନାହିଁ, ସଦାପ୍ରଭୁ କହନ୍ତି,ଆମ୍ଭେ ସେ ଦେଶକୁ ତାହାର ହସ୍ତ ରେ ସଂହାର ନ କରିବା ପର୍ୟ୍ଯନ୍ତ ଆମ୍ଭର ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ବାରା ଦଣ୍ଡ ଦବୋ।

Jeremiah 27:8 Picture in Oriya