ଓଡ଼ିଆ ଓଡ଼ିଆ ବାଇବେଲ James James 2 James 2:16 James 2:16 ଚିତ୍ର English

James 2:16 ଚିତ୍ର

ଏବଂ ତୁମ୍ଭେ ତାହାକୁ କହୁଛ, ପରମେଶ୍ବର ତୁମ୍ଭ ସହିତ ଥାଆନ୍ତୁ ! ତୁମ୍ଭେ ଉଷ୍ମ ରୁହ ଖାଇବାକୁ ପ୍ରଚୁର ପାଅ। ତୁମ୍ଭେ ଏଗୁଡ଼ିକ ବିଷୟ ରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ଯକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାୟ୍ଯ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ଯହୀନ ଅଟେ।
Click consecutive words to select a phrase. Click again to deselect.
James 2:16

ଏବଂ ତୁମ୍ଭେ ତାହାକୁ କହୁଛ, ପରମେଶ୍ବର ତୁମ୍ଭ ସହିତ ଥାଆନ୍ତୁ ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ। ତୁମ୍ଭେ ଏଗୁଡ଼ିକ ବିଷୟ ରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ଯକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାୟ୍ଯ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ଯହୀନ ଅଟେ।

James 2:16 Picture in Oriya