ଓଡ଼ିଆ ଓଡ଼ିଆ ବାଇବେଲ Isaiah Isaiah 63 Isaiah 63:7 Isaiah 63:7 ଚିତ୍ର English

Isaiah 63:7 ଚିତ୍ର

ଆମ୍ଭେ ସଦାପ୍ରଭୁଙ୍କର ସ୍ନହପେୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ସଦାପ୍ରଭୁ ଆମ୍ଭମାନଙ୍କର ଯେ ସବୁ ଉପକାର କରିଅଛନ୍ତି, ପୁଣି ନିଜର ନାନାବିଧ ଦୟା ଅପାର ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ଇଶ୍ରାୟେଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସା ରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବ।
Click consecutive words to select a phrase. Click again to deselect.
Isaiah 63:7

ଆମ୍ଭେ ସଦାପ୍ରଭୁଙ୍କର ସ୍ନହପେୂର୍ଣ୍ଣ କରୁଣାସବୁ କୀର୍ତ୍ତନ କରିବା ଓ ସଦାପ୍ରଭୁ ଆମ୍ଭମାନଙ୍କର ଯେ ସବୁ ଉପକାର କରିଅଛନ୍ତି, ପୁଣି ନିଜର ନାନାବିଧ ଦୟା ଓ ଅପାର ସ୍ନହପେୂର୍ଣ୍ଣ କରୁଣା ଅନୁସାରେ ଇଶ୍ରାୟେଲ ବଂଶର ଯେଉଁ ପ୍ରଚୁର ମଙ୍ଗଳ କରିଅଛନ୍ତି, ତଦନୁସା ରେ ଆମ୍ଭେ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବ।

Isaiah 63:7 Picture in Oriya