ଓଡ଼ିଆ ଓଡ଼ିଆ ବାଇବେଲ Isaiah Isaiah 25 Isaiah 25:1 Isaiah 25:1 ଚିତ୍ର English

Isaiah 25:1 ଚିତ୍ର

ହେ ସଦାପ୍ରଭୁ, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭର ପ୍ରତିଷ୍ଠା କରିବି ତୁମ୍ଭ ନାମର ପ୍ରଶଂସା କରିବି। କାରଣ ତୁମ୍ଭେ ସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ସମ୍ପାଦନ କରିଛ। ତୁମ୍ଭେ ପୁରାତନ କାଳ ରେ ୟହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ଯ ରେ ପରିଣତ ହାଇେଛି। ତୁମ୍ଭେ ଯାହାସବୁ କହିଥିଲ, ତାହାହିଁ ଘଟିଅଛି।
Click consecutive words to select a phrase. Click again to deselect.
Isaiah 25:1

ହେ ସଦାପ୍ରଭୁ, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭର ପ୍ରତିଷ୍ଠା କରିବି ଓ ତୁମ୍ଭ ନାମର ପ୍ରଶଂସା କରିବି। କାରଣ ତୁମ୍ଭେ ସବୁ ଆଶ୍ଚର୍ୟ୍ଯ କାର୍ୟ୍ଯ ସମ୍ପାଦନ କରିଛ। ତୁମ୍ଭେ ପୁରାତନ କାଳ ରେ ୟହା କହିଥିଲ, ତାହା ସମ୍ପୂର୍ଣ୍ଣ ସତ୍ଯ ରେ ପରିଣତ ହାଇେଛି। ତୁମ୍ଭେ ଯାହାସବୁ କହିଥିଲ, ତାହାହିଁ ଘଟିଅଛି।

Isaiah 25:1 Picture in Oriya