ଓଡ଼ିଆ ଓଡ଼ିଆ ବାଇବେଲ Isaiah Isaiah 10 Isaiah 10:26 Isaiah 10:26 ଚିତ୍ର English

Isaiah 10:26 ଚିତ୍ର

ତା'ପ ରେ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରକୁ ବେତ୍ରାଘାତ କରିବେ। ଅତୀତ ରେ ରବେ ଶୈଳ ରେ ମିଦିଯନର ହତ୍ଯା ଯେପରି ସଦାପ୍ରଭୁ କରିଥିଲେ ଅଶୂରକୁ ଆକ୍ରମଣ କଲା ବେଳେ ସେ ସହେିପରି କରିବେ। ଆଉ ଅତୀତ ରେ ସଦାପ୍ରଭୁ ଯେପରି ତାଙ୍କର ୟଷ୍ଟି ସମୁଦ୍ର ଉପ ରେ ଧାରଣ କରିଥିଲେ ମିଶରକୁ ଦଣ୍ଡ ଦଇେ ତାଙ୍କର ଲୋକମାନଙ୍କୁ ରକ୍ଷା କରିଥିଲେ, ସହେିପରି ସେ ଅଶୂରରୁ ନିଜ ଲୋକମାନଙ୍କୁ ରକ୍ଷା କରିବେ।
Click consecutive words to select a phrase. Click again to deselect.
Isaiah 10:26

ତା'ପ ରେ ସର୍ବଶକ୍ତିମାନ ସଦାପ୍ରଭୁ ଅଶୂରକୁ ବେତ୍ରାଘାତ କରିବେ। ଅତୀତ ରେ ଓ ରବେ ଶୈଳ ରେ ମିଦିଯନର ହତ୍ଯା ଯେପରି ସଦାପ୍ରଭୁ କରିଥିଲେ ଅଶୂରକୁ ଆକ୍ରମଣ କଲା ବେଳେ ସେ ସହେିପରି କରିବେ। ଆଉ ଅତୀତ ରେ ସଦାପ୍ରଭୁ ଯେପରି ତାଙ୍କର ୟଷ୍ଟି ସମୁଦ୍ର ଉପ ରେ ଧାରଣ କରିଥିଲେ ଓ ମିଶରକୁ ଦଣ୍ଡ ଦଇେ ତାଙ୍କର ଲୋକମାନଙ୍କୁ ରକ୍ଷା କରିଥିଲେ, ସହେିପରି ସେ ଅଶୂରରୁ ନିଜ ଲୋକମାନଙ୍କୁ ରକ୍ଷା କରିବେ।

Isaiah 10:26 Picture in Oriya