ଓଡ଼ିଆ ଓଡ଼ିଆ ବାଇବେଲ Hebrews Hebrews 10 Hebrews 10:1 Hebrews 10:1 ଚିତ୍ର English

Hebrews 10:1 ଚିତ୍ର

ବ୍ଯବସ୍ଥା ଆମ୍ଭକୁ ଭବିଷ୍ଯ ରେ ଘଟିବାକୁ ଥିବା ଉତ୍ତମ ବିଷୟଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ଯବସ୍ଥା ପ୍ରକୃତ ବିଷୟଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ଯବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁ ହେ। ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସହେି ବଳି ସମର୍ପଣ କାର୍ୟ୍ଯ କରି ଚାଲିଥାନ୍ତି। କିନ୍ତୁ ବ୍ଯବସ୍ଥା କବେେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ଥାଏ।
Click consecutive words to select a phrase. Click again to deselect.
Hebrews 10:1

ବ୍ଯବସ୍ଥା ଆମ୍ଭକୁ ଭବିଷ୍ଯ ରେ ଘଟିବାକୁ ଥିବା ଉତ୍ତମ ବିଷୟଗୁଡ଼ିକର ଅସ୍ପଷ୍ଟ ଚିତ୍ର ପ୍ରଦାନ କରେ। ବ୍ଯବସ୍ଥା ପ୍ରକୃତ ବିଷୟଗୁଡ଼ିକର ପରିପୂର୍ଣ୍ଣ ଚିତ୍ର ନୁହେଁ। ବ୍ଯବସ୍ଥା ଲୋକମାନଙ୍କୁ ସମାନ ବଳିଗୁଡ଼ିକୁ ପ୍ରତିବର୍ଷ ସମର୍ପଣ କରିବା ପାଇଁ କୁ ହେ। ଯେଉଁ ଲୋକମାନେ ପରମେଶ୍ବରଙ୍କୁ ଉପାସନା କରିବା ପାଇଁ ଆସନ୍ତି, ସହେି ବଳି ସମର୍ପଣ କାର୍ୟ୍ଯ କରି ଚାଲିଥାନ୍ତି। କିନ୍ତୁ ବ୍ଯବସ୍ଥା କବେେ ହେଲେ ସେ ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରି ନ ଥାଏ।

Hebrews 10:1 Picture in Oriya