ଓଡ଼ିଆ ଓଡ଼ିଆ ବାଇବେଲ 2 Timothy 2 Timothy 4 2 Timothy 4:1 2 Timothy 4:1 ଚିତ୍ର English

2 Timothy 4:1 ଚିତ୍ର

ପରମେଶ୍ବର ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ମୃତଉଭୟ ଲୋକମାନଙ୍କର ବିଚାର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ଯ ଅଛି ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି।
Click consecutive words to select a phrase. Click again to deselect.
2 Timothy 4:1

ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଗୋଟିଏ ଆଦେଶ ଦେଉଛି। ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତଉଭୟ ଲୋକମାନଙ୍କର ବିଚାର କରିବେ। ଯୀଶୁଙ୍କର ଗୋଟିଏ ରାଜ୍ଯ ଅଛି ଓ ସେ ଆଉଥରେ ଆସୁଛନ୍ତି। ଅତଏବ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି।

2 Timothy 4:1 Picture in Oriya