ଓଡ଼ିଆ ଓଡ଼ିଆ ବାଇବେଲ 2 Chronicles 2 Chronicles 34 2 Chronicles 34:22 2 Chronicles 34:22 ଚିତ୍ର English

2 Chronicles 34:22 ଚିତ୍ର

ହିଲ୍କିଯ ରାଜାଙ୍କର ସବେକାମାନେ ଭବିଷ୍ଯଦ୍ବକ୍ତୀ ହୁଲ୍ଦାଙ୍କ ନିକଟକୁ ଗଲେ। ହୁଲ୍ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ବାବଧାରକ ଥିଲେ। ହୁଲ୍ଦା ୟିରୁଶାଲମର ଦ୍ବିତୀୟ ମହଲା ରେ ବାସ କରୁଥିଲେ। ହିଲ୍କିଯ ରାଜାଙ୍କ ସବେକଗଣ ହୁଲ୍ଦାଙ୍କୁ ସମସ୍ତ ଘଟଣା ଜଣାଇଲେ।
Click consecutive words to select a phrase. Click again to deselect.
2 Chronicles 34:22

ହିଲ୍କିଯ ଓ ରାଜାଙ୍କର ସବେକାମାନେ ଭବିଷ୍ଯଦ୍ବକ୍ତୀ ହୁଲ୍ଦାଙ୍କ ନିକଟକୁ ଗଲେ। ହୁଲ୍ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ବାବଧାରକ ଥିଲେ। ହୁଲ୍ଦା ୟିରୁଶାଲମର ଦ୍ବିତୀୟ ମହଲା ରେ ବାସ କରୁଥିଲେ। ହିଲ୍କିଯ ଓ ରାଜାଙ୍କ ସବେକଗଣ ହୁଲ୍ଦାଙ୍କୁ ସମସ୍ତ ଘଟଣା ଜଣାଇଲେ।

2 Chronicles 34:22 Picture in Oriya