ଓଡ଼ିଆ ଓଡ଼ିଆ ବାଇବେଲ 2 Chronicles 2 Chronicles 28 2 Chronicles 28:27 2 Chronicles 28:27 ଚିତ୍ର English

2 Chronicles 28:27 ଚିତ୍ର

ଆହସ୍ ମୃତ୍ଯୁବରଣ କଲେ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହସ୍ଙ୍କୁ ୟିରୁଶାଲମ ନଗର ରେ କବର ଦେଲେ। କିନ୍ତୁ ସମାନେେ ଆହସ୍ଙ୍କୁ ଇଶ୍ରାୟେଲର ରାଜାମାନଙ୍କର କବର ସ୍ଥାନ ରେ କବର ଦେଲେ ନାହିଁ। ହିଜକିଯ ଆହସ୍ଙ୍କ ସ୍ଥାନ ରେ ନୂତନ ରାଜା ହେଲେ ହିଜକିଯ ଆହସ୍ଙ୍କ ପୁତ୍ର ଥିଲେ।
Click consecutive words to select a phrase. Click again to deselect.
2 Chronicles 28:27

ଆହସ୍ ମୃତ୍ଯୁବରଣ କଲେ ଓ ତାଙ୍କର ପୂର୍ବପୁରୁଷମାନଙ୍କ ସହିତ କବରପ୍ରାପ୍ତ ହେଲେ। ଲୋକମାନେ ଆହସ୍ଙ୍କୁ ୟିରୁଶାଲମ ନଗର ରେ କବର ଦେଲେ। କିନ୍ତୁ ସମାନେେ ଆହସ୍ଙ୍କୁ ଇଶ୍ରାୟେଲର ରାଜାମାନଙ୍କର କବର ସ୍ଥାନ ରେ କବର ଦେଲେ ନାହିଁ। ହିଜକିଯ ଆହସ୍ଙ୍କ ସ୍ଥାନ ରେ ନୂତନ ରାଜା ହେଲେ ହିଜକିଯ ଆହସ୍ଙ୍କ ପୁତ୍ର ଥିଲେ।

2 Chronicles 28:27 Picture in Oriya