ଓଡ଼ିଆ ଓଡ଼ିଆ ବାଇବେଲ 2 Chronicles 2 Chronicles 26 2 Chronicles 26:10 2 Chronicles 26:10 ଚିତ୍ର English

2 Chronicles 26:10 ଚିତ୍ର

ଉଷିୟ ମରୁଭୂମି ମଧିଅରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ଯ, ସେ ଅନକେ କୂପ ଖାେଳିଲେ। ପାର୍ବତ୍ଯମଯ ଦେଶ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ଯାଞ୍ଚଳ ଉତ୍ତମ ଶସ୍ଯ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କ ରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନବୋ ନିମନ୍ତେ ସେ ଲୋକମାନଙ୍କୁ ନିୟୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।
Click consecutive words to select a phrase. Click again to deselect.
2 Chronicles 26:10

ଉଷିୟ ମରୁଭୂମି ମଧିଅରେ ଦୁର୍ଗମାନ ନିର୍ମାଣ କଲେ। ଆହୁରି ମଧ୍ଯ, ସେ ଅନକେ କୂପ ଖାେଳିଲେ। ପାର୍ବତ୍ଯମଯ ଦେଶ ଓ ସମତଳ ଭୂମିରେ ତାଙ୍କର ପ୍ରଚୁର ପଶୁପଲ ଥିଲା। ପାର୍ବତ୍ଯାଞ୍ଚଳ ଓ ଉତ୍ତମ ଶସ୍ଯ ଉତ୍ପନ୍ନ ହେଉଥିବା ସ୍ଥାନମାନଙ୍କ ରେ ଉଷିୟଙ୍କର କୃଷକମାନେ ଥିଲେ। ଅଙ୍ଗୁରକ୍ଷେତ୍ର ଗୁଡ଼ିକର ଯତ୍ନ ନବୋ ନିମନ୍ତେ ସେ ଲୋକମାନଙ୍କୁ ନିୟୁକ୍ତି କଲେ। ସେ କୃଷିକର୍ମକୁ ଭଲ ପାଉଥିଲେ।

2 Chronicles 26:10 Picture in Oriya