ଓଡ଼ିଆ ଓଡ଼ିଆ ବାଇବେଲ 2 Chronicles 2 Chronicles 25 2 Chronicles 25:18 2 Chronicles 25:18 ଚିତ୍ର English

2 Chronicles 25:18 ଚିତ୍ର

ଏହାପରେ ଯୋୟାଶ୍ ଅମତ୍ସିଯଙ୍କ ନିକଟକୁ ତାଙ୍କର ଉତ୍ତର ପଠାଇଲେ। ଯୋୟାଶ୍ ଇଶ୍ରାୟେଲର ରାଜା ଅମତ୍ସିଯ ଯିହୁଦାର ରାଜା ଥିଲେ। ଯୋୟାଶ୍ ଏହି ବାର୍ତ୍ତା କହିଲେ : ଲିବା ନୋନ୍ର ଏକ କ୍ଷୁଦ୍ର କଣ୍ଟାବୁଦା, ଲିବାନୋନ୍ର ଏକ ବିରାଟ ଦବଦୋରୁ ବୃକ୍ଷ ନିକଟକୁ ଏହି ବାଣୀ ପଠାଇଲା। କ୍ଷୁଦ୍ର କଣ୍ଟାବୁଦା ଏହି କଥା କହିଲା, 'ତୁମ୍ଭର କନ୍ଯା ମାରେ ପୁତ୍ରକୁ ବିବାହ କରୁ।' କିନ୍ତୁ ଏକ ହିଂସ୍ରଜନ୍ତୁ ଆସିଲା କଣ୍ଟାବୁଦା ଉପର ଦଇେ ଚାଲିଗଲା। ଆଉ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦଲୋ।
Click consecutive words to select a phrase. Click again to deselect.
2 Chronicles 25:18

ଏହାପରେ ଯୋୟାଶ୍ ଅମତ୍ସିଯଙ୍କ ନିକଟକୁ ତାଙ୍କର ଉତ୍ତର ପଠାଇଲେ। ଯୋୟାଶ୍ ଇଶ୍ରାୟେଲର ରାଜା ଓ ଅମତ୍ସିଯ ଯିହୁଦାର ରାଜା ଥିଲେ। ଯୋୟାଶ୍ ଏହି ବାର୍ତ୍ତା କହିଲେ : ଲିବା ନୋନ୍ର ଏକ କ୍ଷୁଦ୍ର କଣ୍ଟାବୁଦା, ଲିବାନୋନ୍ର ଏକ ବିରାଟ ଦବଦୋରୁ ବୃକ୍ଷ ନିକଟକୁ ଏହି ବାଣୀ ପଠାଇଲା। କ୍ଷୁଦ୍ର କଣ୍ଟାବୁଦା ଏହି କଥା କହିଲା, 'ତୁମ୍ଭର କନ୍ଯା ମାରେ ପୁତ୍ରକୁ ବିବାହ କରୁ।' କିନ୍ତୁ ଏକ ହିଂସ୍ରଜନ୍ତୁ ଆସିଲା ଓ କଣ୍ଟାବୁଦା ଉପର ଦଇେ ଚାଲିଗଲା। ଆଉ ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦଲୋ।

2 Chronicles 25:18 Picture in Oriya