ଓଡ଼ିଆ ଓଡ଼ିଆ ବାଇବେଲ 2 Chronicles 2 Chronicles 23 2 Chronicles 23:6 2 Chronicles 23:6 ଚିତ୍ର English

2 Chronicles 23:6 ଚିତ୍ର

ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ କୌଣସି ବ୍ଯକ୍ତିକୁ ଆସିବାକୁ ଦବେ ନାହିଁ। କବଳେ ସବୋକାର୍ୟ୍ଯ କରୁଥିବା ଯାଜକ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ ଆସିବାକୁ ଅନୁମତି ଦବେ, କାରଣ ସମାନେେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦଇେଛନ୍ତି, ତାହା ସମାନଙ୍କେୁ କରିବାକୁ ପଡ଼ିବ।
Click consecutive words to select a phrase. Click again to deselect.
2 Chronicles 23:6

ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ କୌଣସି ବ୍ଯକ୍ତିକୁ ଆସିବାକୁ ଦବେ ନାହିଁ। କବଳେ ସବୋକାର୍ୟ୍ଯ କରୁଥିବା ଯାଜକ ଓ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ମନ୍ଦିର ମଧ୍ଯକୁ ଆସିବାକୁ ଅନୁମତି ଦବେ, କାରଣ ସମାନେେ ପବିତ୍ର ଅଟନ୍ତି। କିନ୍ତୁ ଅନ୍ୟ ସମସ୍ତ ଲୋକଙ୍କୁ ସଦାପ୍ରଭୁ ଯେଉଁ କର୍ମ ଦଇେଛନ୍ତି, ତାହା ସମାନଙ୍କେୁ କରିବାକୁ ପଡ଼ିବ।

2 Chronicles 23:6 Picture in Oriya