ଓଡ଼ିଆ ଓଡ଼ିଆ ବାଇବେଲ 1 Kings 1 Kings 9 1 Kings 9:11 1 Kings 9:11 ଚିତ୍ର English

1 Kings 9:11 ଚିତ୍ର

କୋଡିଏ ବର୍ଷ ପରେ ରାଜା ଶଲୋମନ ସୋରର ରାଜା ହୀରମଙ୍କୁ ଗୀଲୀଲି ଦେଶସ୍ଥ କୋଡିଏ ନଗର ଦେଲେ। ସେ ତାଙ୍କୁ ଏହି ନଗରଗୁଡିକ ଦେଲେ, କାରଣ ହୀରମ ସଦାପ୍ରଭୁଙ୍କ ମନ୍ଦିର ରାଜଗୃହ ନିର୍ମାଣ ରେ ଶଲୋମନଙ୍କୁ ସାହାୟ୍ଯ କରିଥିଲେ। ସେ ଶଲୋମନଙ୍କୁ ଏରସ କାଠ, ଦବଦୋରୁ କାଠ ସୁବର୍ଣ ଯୋଗଇ ଥିଲେ।
Click consecutive words to select a phrase. Click again to deselect.
1 Kings 9:11

କୋଡିଏ ବର୍ଷ ପରେ ରାଜା ଶଲୋମନ ସୋରର ରାଜା ହୀରମଙ୍କୁ ଗୀଲୀଲି ଦେଶସ୍ଥ କୋଡିଏ ନଗର ଦେଲେ। ସେ ତାଙ୍କୁ ଏହି ନଗରଗୁଡିକ ଦେଲେ, କାରଣ ହୀରମ ସଦାପ୍ରଭୁଙ୍କ ମନ୍ଦିର ଓ ରାଜଗୃହ ନିର୍ମାଣ ରେ ଶଲୋମନଙ୍କୁ ସାହାୟ୍ଯ କରିଥିଲେ। ସେ ଶଲୋମନଙ୍କୁ ଏରସ କାଠ, ଦବଦୋରୁ କାଠ ଓ ସୁବର୍ଣ ଯୋଗଇ ଥିଲେ।

1 Kings 9:11 Picture in Oriya