ଓଡ଼ିଆ ଓଡ଼ିଆ ବାଇବେଲ 1 Corinthians 1 Corinthians 8 1 Corinthians 8:7 1 Corinthians 8:7 ଚିତ୍ର English

1 Corinthians 8:7 ଚିତ୍ର

କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଖ ରେ ନାହିଁ। କେତକେ ଲୋକ ପୂର୍ବ ଅଭ୍ଯାସ ୟୋଗୁ ଏବେ ସୁଦ୍ଧା ମୂର୍ତ୍ତି ଉପାସନା କରନ୍ତି। ଏବଂ ମାଂସ ଖାଇବା ବେଳେ, ତାହା ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ପ୍ରସାଦ ବୋଲି ମନେ କରନ୍ତି। ଏହି ମାଂସ ଖାଇବା ଉଚିତ କି ନୁହେଁ, ସମ୍ବନ୍ଧ ରେ ସମାନଙ୍କେର ନିଶ୍ଚିତ ବୋଧ ନାହିଁ। ଅତଏବ, ଖାଇଲା ବେଳେ ନିଜେ ନିଜକୁ ଦୋଷୀ ମନେ କରନ୍ତି।
Click consecutive words to select a phrase. Click again to deselect.
1 Corinthians 8:7

କିନ୍ତୁ ଏହି ଜ୍ଞାନ ସମସ୍ତଙ୍କ ପାଖ ରେ ନାହିଁ। କେତକେ ଲୋକ ପୂର୍ବ ଅଭ୍ଯାସ ୟୋଗୁ ଏବେ ସୁଦ୍ଧା ମୂର୍ତ୍ତି ଉପାସନା କରନ୍ତି। ଏବଂ ମାଂସ ଖାଇବା ବେଳେ, ତାହା ମୂର୍ତ୍ତି ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଏ ପ୍ରସାଦ ବୋଲି ମନେ କରନ୍ତି। ଏହି ମାଂସ ଖାଇବା ଉଚିତ କି ନୁହେଁ, ଏ ସମ୍ବନ୍ଧ ରେ ସମାନଙ୍କେର ନିଶ୍ଚିତ ବୋଧ ନାହିଁ। ଅତଏବ, ଖାଇଲା ବେଳେ ନିଜେ ନିଜକୁ ଦୋଷୀ ମନେ କରନ୍ତି।

1 Corinthians 8:7 Picture in Oriya