ଓଡ଼ିଆ ଓଡ଼ିଆ ବାଇବେଲ 1 Chronicles 1 Chronicles 21 1 Chronicles 21:16 1 Chronicles 21:16 ଚିତ୍ର English

1 Chronicles 21:16 ଚିତ୍ର

ଦାଉଦ ଉର୍ଦ୍ଧ୍ବଆଡ଼େ ଚାହଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶ ରେ ଦେଖିଲେ। ସ୍ବର୍ଗଦୂତ ୟିରୁଶାଲମ ନଗରୀ ଉପରେ ତାଙ୍କର ଖଡ୍ଗ ବିସ୍ତାର କରି ରଖିଥିଲେ। ଏହାପରେ ଦାଉଦ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶଷେ ବସ୍ତ୍ରମାନ ପିନ୍ଧିଥିଲେ।
Click consecutive words to select a phrase. Click again to deselect.
1 Chronicles 21:16

ଦାଉଦ ଉର୍ଦ୍ଧ୍ବଆଡ଼େ ଚାହଁ ସଦାପ୍ରଭୁଙ୍କର ଦୂତଙ୍କୁ ଆକାଶ ରେ ଦେଖିଲେ। ସ୍ବର୍ଗଦୂତ ୟିରୁଶାଲମ ନଗରୀ ଉପରେ ତାଙ୍କର ଖଡ୍ଗ ବିସ୍ତାର କରି ରଖିଥିଲେ। ଏହାପରେ ଦାଉଦ ଓ ପ୍ରାଚୀନବର୍ଗମାନେ ମୁହଁ ମାଡ଼ି ଭୂମିରେ ପଡ଼ିଲେ। ଦାଉଦ ଓ ପ୍ରାଚୀନବର୍ଗମାନେ ନିଜର ଦୁଃଖପ୍ରକାଶ କରିବା ନିମନ୍ତେ ବିଶଷେ ବସ୍ତ୍ରମାନ ପିନ୍ଧିଥିଲେ।

1 Chronicles 21:16 Picture in Oriya