ଓଡ଼ିଆ ଓଡ଼ିଆ ବାଇବେଲ 1 Chronicles 1 Chronicles 19 1 Chronicles 19:10 1 Chronicles 19:10 ଚିତ୍ର English

1 Chronicles 19:10 ଚିତ୍ର

ଯୋୟାବ ଦେଖିଲେ ଯେ, ତାଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ଦୁଇ ଗୋଟି ସୈନ୍ଯଦଳ ପ୍ରସ୍ତୁତ ହାଇେଅଛନ୍ତି। ଗୋଟିଏ ଦଳ ତାଙ୍କର ସମ୍ମୁଖ ରେ ଅଛନ୍ତି ଅନ୍ୟଟି ପଶ୍ଚାତ ରେ ଅଛନ୍ତି। ତେଣୁ ଯୋୟାବ ଇଶ୍ରାୟେଲର କେତଜେଣ ସର୍ବୋତ୍କୃଷ୍ଟ ଯୋଦ୍ଧାଙ୍କୁ ବାଛିଲେ। ସେ ସମାନଙ୍କେୁ ଅରାମର ସୈନ୍ଯଦଳ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ।
Click consecutive words to select a phrase. Click again to deselect.
1 Chronicles 19:10

ଯୋୟାବ ଦେଖିଲେ ଯେ, ତାଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବା ନିମନ୍ତେ ଦୁଇ ଗୋଟି ସୈନ୍ଯଦଳ ପ୍ରସ୍ତୁତ ହାଇେଅଛନ୍ତି। ଗୋଟିଏ ଦଳ ତାଙ୍କର ସମ୍ମୁଖ ରେ ଅଛନ୍ତି ଓ ଅନ୍ୟଟି ପଶ୍ଚାତ ରେ ଅଛନ୍ତି। ତେଣୁ ଯୋୟାବ ଇଶ୍ରାୟେଲର କେତଜେଣ ସର୍ବୋତ୍କୃଷ୍ଟ ଯୋଦ୍ଧାଙ୍କୁ ବାଛିଲେ। ସେ ସମାନଙ୍କେୁ ଅରାମର ସୈନ୍ଯଦଳ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ।

1 Chronicles 19:10 Picture in Oriya