ଓଡ଼ିଆ ଓଡ଼ିଆ ବାଇବେଲ 1 Chronicles 1 Chronicles 14 1 Chronicles 14:1 1 Chronicles 14:1 ଚିତ୍ର English

1 Chronicles 14:1 ଚିତ୍ର

ହୀରମ୍ ସୋର ନଗରର ରାଜା ଥିଲେ। ହୀରମ୍ ଦାଉଦଙ୍କ ନିକଟକୁ ବାର୍ତ୍ତାବହକମାନଙ୍କୁ ପ୍ ରରଣେ କଲେ। ହୀରମ୍ ଆହୁରି ମଧ୍ଯ ଏରସ ବୃକ୍ଷର ବଡ଼ ବଡ଼ କାଠଗଣ୍ଡି, ପଥର କଟାଳୀ ବଢ଼ଇମାନଙ୍କେୁ ଦାଉଦଙ୍କ ନିକଟକୁ ପଠାଇଲେ। ଦାଉଦଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ହୀରମ୍ ସମାନଙ୍କେୁ ପଠାଇଲେ।
Click consecutive words to select a phrase. Click again to deselect.
1 Chronicles 14:1

ହୀରମ୍ ସୋର ନଗରର ରାଜା ଥିଲେ। ହୀରମ୍ ଦାଉଦଙ୍କ ନିକଟକୁ ବାର୍ତ୍ତାବହକମାନଙ୍କୁ ପ୍ ରରଣେ କଲେ। ହୀରମ୍ ଆହୁରି ମଧ୍ଯ ଏରସ ବୃକ୍ଷର ବଡ଼ ବଡ଼ କାଠଗଣ୍ଡି, ପଥର କଟାଳୀ ଓ ବଢ଼ଇମାନଙ୍କେୁ ଦାଉଦଙ୍କ ନିକଟକୁ ପଠାଇଲେ। ଦାଉଦଙ୍କ ନିମନ୍ତେ ଏକ ଗୃହ ନିର୍ମାଣ କରିବା ନିମନ୍ତେ ହୀରମ୍ ସମାନଙ୍କେୁ ପଠାଇଲେ।

1 Chronicles 14:1 Picture in Oriya