ଓଡ଼ିଆ ଓଡ଼ିଆ ବାଇବେଲ 1 Chronicles 1 Chronicles 11 1 Chronicles 11:23 1 Chronicles 11:23 ଚିତ୍ର English

1 Chronicles 11:23 ଚିତ୍ର

ବନାଯ ଜଣେ ଅତିକାଯ ମିସ୍ରୀଯ ସୈନ୍ଯକୁ ବଧ କଲେ। ସହେି ବ୍ଯକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସହେି ମିସ୍ରୀଯ ନିକଟରେ ଏକ ବଡ଼ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାଯ ନିକଟରେ କବଳେ ଠେଙ୍ଗାଟିଏ ଥିଲା। ବନାଯ ସହେି ମିସ୍ରୀଯ ବ୍ଯକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼ଇେ ନେଲେ। ଏହାପରେ ବନାଯ ସହେି ମିସ୍ରୀଯକୁ ତାହାର ନିଜ ବର୍ଚ୍ଛା ଦ୍ବାରା ବିଦ୍ଧ କରି ହତ୍ଯା କଲେ।
Click consecutive words to select a phrase. Click again to deselect.
1 Chronicles 11:23

ବନାଯ ଜଣେ ଅତିକାଯ ମିସ୍ରୀଯ ସୈନ୍ଯକୁ ବଧ କଲେ। ସହେି ବ୍ଯକ୍ତି ପାଞ୍ଚ ହାତ ଦୀର୍ଘ ଉଚ୍ଚ ଥିଲା। ସହେି ମିସ୍ରୀଯ ନିକଟରେ ଏକ ବଡ଼ ଓ ଓଜନିଆ ବର୍ଚ୍ଛା ଥିଲା। ତାହା ଏକ ବୁଣାକାରର ତନ୍ତର ଦଣ୍ଡପରି ବିରାଟ ଥିଲା। ବନାଯ ନିକଟରେ କବଳେ ଠେଙ୍ଗାଟିଏ ଥିଲା। ବନାଯ ସହେି ମିସ୍ରୀଯ ବ୍ଯକ୍ତିର ହସ୍ତରୁ ବର୍ଚ୍ଛା ଧରି ଛଡ଼ଇେ ନେଲେ। ଏହାପରେ ବନାଯ ସହେି ମିସ୍ରୀଯକୁ ତାହାର ନିଜ ବର୍ଚ୍ଛା ଦ୍ବାରା ବିଦ୍ଧ କରି ହତ୍ଯା କଲେ।

1 Chronicles 11:23 Picture in Oriya