ଓଡ଼ିଆ ଓଡ଼ିଆ ବାଇବେଲ Nehemiah Nehemiah 13 Nehemiah 13:15 Nehemiah 13:15 ଚିତ୍ର English

Nehemiah 13:15 ଚିତ୍ର

ସହେି ସମୟରେ ମୁଁ ଯିହୁଦା ମଧିଅରେ କେତକେ ଲୋକଙ୍କୁ ବିଶ୍ରାମ ଦିନ ରେ ଦ୍ରାକ୍ଷାୟନ୍ତ୍ର ଦଳିବାର ବିଡା ଭିତରକୁ ଆଣିବାର ଗଧର୍ଭ ଉପରେ ବୋଝଇେ କରିବାର ମଧ୍ଯ ବିଶ୍ରାମ ଦିନ ରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଡିମ୍ବିରିଫଳ ସର୍ବପ୍ରକାର ବୋଝ ୟିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନ ରେ କୌଣସି ଖାଦ୍ୟ ବିକ୍ରଯ କରିବାକୁ ମୁଁ ସମାନଙ୍କେୁ ସତର୍କ କଲି।
Click consecutive words to select a phrase. Click again to deselect.
Nehemiah 13:15

ସହେି ସମୟରେ ମୁଁ ଯିହୁଦା ମଧିଅରେ କେତକେ ଲୋକଙ୍କୁ ବିଶ୍ରାମ ଦିନ ରେ ଦ୍ରାକ୍ଷାୟନ୍ତ୍ର ଦଳିବାର ଓ ବିଡା ଭିତରକୁ ଆଣିବାର ଓ ଗଧର୍ଭ ଉପରେ ବୋଝଇେ କରିବାର ମଧ୍ଯ ବିଶ୍ରାମ ଦିନ ରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରିଫଳ ଓ ସର୍ବପ୍ରକାର ବୋଝ ୟିରୁଶାଲମକୁ ଆଣିବାର ଦେଖିଲି। ତେଣୁ ବିଶ୍ରାମ ଦିନ ରେ କୌଣସି ଖାଦ୍ୟ ବିକ୍ରଯ ନ କରିବାକୁ ମୁଁ ସମାନଙ୍କେୁ ସତର୍କ କଲି।

Nehemiah 13:15 Picture in Oriya