Base Word | |
בּוּץ | |
Short Definition | probably cotton (of some sort) |
Long Definition | byssus, a costly, fine white linen cloth made in Egypt |
Derivation | from an unused root (of the same form) meaning to bleach, i.e., (intransitive) be white |
International Phonetic Alphabet | buːt͡sˤ |
IPA mod | but͡s |
Syllable | bûṣ |
Diction | boots |
Diction Mod | boots |
Usage | fine (white) linen |
Part of speech | n-m |
1 Chronicles 4:21
ଶଲୋ ଯିହୁଦାର ପୁତ୍ର ଥିଲେ। ତାଙ୍କର ପୁତ୍ରମାନେ ଥିଲେ, ଲକୋର ପିତା ଏର ଓ ମା ରଶାଙ୍କେର ପିତା ଲାଦା ଏବଂ ଏହି ପରିବାରବର୍ଗ ବେଥ-ଅସବଯେ ରେ ଥିବା କାର୍ପାସ କାର୍ୟ୍ଯର କର୍ତ୍ତା ଥିଲେ।
1 Chronicles 15:27
ଦାଉଦ ଓ ନିଯମସିନ୍ଦୁକ ବହୁଥିବା ସମସ୍ତ ଲବେୀୟମାନେ ଓ ଗାଯକ କିଣାନିଯମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ଯ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ।
2 Chronicles 2:14
ତାଙ୍କର ମାଆ ଦାନ ଗୋଷ୍ଠୀରୁ ଆସିଥିଲେ ଏବଂ ତାଙ୍କ ବାପା ସୋର ସହରରୁ ଆସିଥିଲେ। ତାଙ୍କର ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଲୌହ, ପ୍ରସ୍ତର ଓ କାଠ ଉପରେ କାର୍ୟ୍ଯ କରିବାର ଦକ୍ଷତା ଅଛି ଏବଂ ବାଇଗଣୀ, ଲାଲ୍, ନୀଳ ଓ ଦାମୀ ବସ୍ତ୍ର ଉପରେ ମଧ୍ଯ କାର୍ୟ୍ଯ କରିବାର ଦକ୍ଷତା ଅଛି। ତାଙ୍କୁ ତୁମ୍ଭେ ଯାହାକିଛି ତିଆରି କରିବାକୁ କହିବ, ସେ ତାହା କରିପାରିବେ। ସେ ତୁମ୍ଭର କାରିଗର ଓ ତୁମ୍ଭ ବାପାଙ୍କ କାରିଗରମାନଙ୍କ ସହ ମିଶି କାର୍ୟ୍ଯ କରିବେ।
2 Chronicles 3:14
ଶଲୋମନ ନୀଳ, ବାଇବଗଣୀ, ଏବଂ ଲାଲ୍ ରଙ୍ଗର ଦାବୀ ବସ୍ତ୍ର ବ୍ଯବହାର କରି ପରଦା ବନାଇଲେ। ଏହି ପରଦା ଉପରେ ଶଲୋମନ କିରୁବା ଦୂତଗଣକୃତି ବୁଣିଲେ।
2 Chronicles 5:12
ଲବେୀୟ ଗାଯକମାନେ ୟଜ୍ଞବଦେୀର ପୂର୍ବପଟେ ଠିଆ ହେଲେ। ଆସଫ୍, ହମେନ୍ ଓ ୟିଦୂଥୂନ୍ଙ୍କ ଗାଯକଦଳର ପ୍ରେତ୍ୟକକ ସଠାେରେ ଥିଲେ। ଆଉ ସମାନଙ୍କେର ପୁତ୍ରଗଣ ଓ ଭ୍ରତାଗଣ ମଧ୍ଯ ସଠାେରେ ଥିଲେ। ସହେି ଲବେୀୟ ଗାଯକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ନିକଟରେ ଗିନି, ସାରଙ୍ଗ ଓ ବୀଣାୟନ୍ତ୍ର ଥିଲା। ସହେି ଲବେୀୟ ଗାଯକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସହେି 120 ଜଣ ଯାଜକ ତୂରୀ ବଜାଇଲେ।
Esther 1:6
ସଠାେରେ ଧଳା ଓ ନୀଳ କାର୍ପାସ ପରଦା ଥିଲା। ସହେି ପରଦାଗୁଡିକ ନାଇଲନ୍ ରେ ତିଆରି ରଜ୍ଜୁ ଓ ବାଇଗଣ ରଂଗର ରେ ୗପ୍ୟମଯ କଡା ରେ ମାର୍ବଲ ସ୍ତମ୍ଭ ରେ ବନ୍ଧା ଥିଲା। ଏବଂ ଚଟାଣ ଉପରେ ମଧ୍ଯ ଯାହାକି ବିଭିନ୍ନ ପ୍ରକାର ରଂଗିନ୍ ସ୍ପଟିକ, ଶାମୁକା, ମୁକ୍ତା ଓ ମାର୍ବଲ ପଥର ରେ ନିର୍ମିତ ହାଇେଥିଲା। ସଠାେରେ ସୁବର୍ଣ୍ଣର ଓ ରୂପାର ଆସନ ଥିଲା।
Esther 8:15
ଏହାପରେ ମର୍ଦ୍ଦଖଯ ନୀଳ ଓ ଶୁକ୍ଲବର୍ଣ୍ଣ ରାଜକୀଯ ବସ୍ତ୍ର ପିନ୍ଧି ମସ୍ତକରେ ସୁବର୍ଣ୍ଣମଯ ବୃହତ ମୁକୁଟ ଦଇେ ସରୁ ଓ ଏକ ସୁକ୍ଷ୍ମ ନାଇଲନ୍ ଓଢଣୀ ଓ ବାଇଗଣୀ ରଂଗର ବସ୍ତ୍ର ପିନ୍ଧି ରାଜାଙ୍କ ଛାମୁରୁ ବାହାରି ଗଲା ତହିଁରେ ଶୂଶନ ରାଜଧାନୀ ଆନନ୍ଦ ଓ ହର୍ଷନାଦ ରେ ପରିପୂର୍ଣ୍ଣ ହେଲା।
Ezekiel 27:16
ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ଯର ପ୍ରସିଦ୍ଧି ହତେୁ ଆରାମ୍ ତୁମ୍ଭର ବଣିକ ଥିଲା। ସମାନେେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।
Occurences : 8
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்