Base Word
בְּדִיל
Short Definitionalloy (because removed by smelting); by analogy, tin
Long Definitionalloy, tin, dross
Derivationfrom H0914
International Phonetic Alphabetbɛ̆ˈd̪ɪi̯l
IPA modbɛ̆ˈdiːl
Syllablebĕdîl
Dictionbeh-DEEL
Diction Modbeh-DEEL
Usage+ plummet, tin
Part of speechn-m

Numbers 31:22
ତୁମ୍ଭମାନେେ ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା ଆଦି ଦ୍ରବ୍ଯ ଅଗ୍ନି ରେ ଦଗ୍ଧ କରି ଶୁଚି କରିବା ଉଚିତ୍ ଓ ଶୁଚି କରିବା ନିମନ୍ତେ ଧୋଇବ ଉଚିତ୍।

Isaiah 1:25
ଲୋକମନେ ରୂପାର ଖାଦ ଦୂର କରିବାକୁ ଏକ ପ୍ରକାର ଜିନିଷ ବ୍ଯବହାର କରନ୍ତି। ସହେିପରି ଭାବରେ ମୁଁ ତୁମ୍ଭମାନଙ୍କର ଅପବିତ୍ରତାକୁ ଦୂର କରିବି। ତୁମ୍ଭମାନଙ୍କ ଭିତରୁ ସମସ୍ତ ମନ୍ଦ ଜିନିଷ କାଢ଼ିନବେି ଓ ତୁମ୍ଭମାନଙ୍କୁ ପବିତ୍ର କରିବି।

Ezekiel 22:18
ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶ ଆମ୍ଭ ନିକଟରେ ଖାଦ ସ୍ବରୂପ ହାଇେଅଛନ୍ତି। ସେ ସମସ୍ତ ଉହ୍ନଇେ ମଧିଅରେ ପିତ୍ତଳ, ଦସ୍ତା, ଲୁହା ଓ ସୀସା ସ୍ବରୂପ ହାଇେଅଛନ୍ତି। ସମାନେେ ରୂପାର ଖାଦ ସ୍ବରୂପ।

Ezekiel 22:20
ଯେପରି ଲୋକମାନେ ଉହ୍ନଇେ ମଧିଅରେ ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତା ଏକତ୍ର କରି ତରଳାଇବା ପାଇଁ ତହିଁ ଉପ ରେ ଅଗ୍ନି ରଖି ଫୁଙ୍କନ୍ତି। ସହେିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କୋରଧ ଓ ଆପଣା କୋପ ରେ ଏକତ୍ର କରି ସେ ସ୍ଥାନ ରେ ରଖିବା ଓ ତୁମ୍ଭମାନଙ୍କୁ ଜାଣିବା।

Ezekiel 27:12
ତଶୀଶ୍ ତୁମ୍ଭର ସବୁଠାରୁ ବଡ଼ ଗ୍ରାହକ ଥିଲା। ସମାନେେ ରୂପା, ଲୁହା, ଦସ୍ତା ଓ ସୀସା ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।

Zechariah 4:10
ଯେଉଁମାନେ କି େଛାଟ ଜିନିଷଗୁଡିକୁ ଘୃଣା କରନ୍ତି, ସମାନେେ ଆନନ୍ଦ କରିବେ, ଯେତବେେଳେ ସମାନେେ ୟିରୁଦ୍ଦାବିଲଙ୍କ ହାତ ରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତଟି ପାଶର୍‌ବ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்