Base Word
תִּשְׁעִים
Short Definitionninety
Long Definitionninety
Derivationmultiple from H8672
International Phonetic Alphabett̪ɪʃˈʕɪi̯m
IPA modtiʃˈʕiːm
Syllabletišʿîm
Dictiontish-EEM
Diction Modteesh-EEM
Usageninety
Part of speechn

Genesis 5:9
ଈନୋଶକୁ ନବେ ବର୍ଷ ବଯସ ରେ ତାଙ୍କର ଏକ ପୁତ୍ର ଜନ୍ମି୍ମଥିଲା। ତାଙ୍କର ନାମ ଥିଲା କଯିନାନ୍।

Genesis 5:17
ଏହିପରି ଭାବରେ ମହଲଲଲେ 895 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।

Genesis 5:30
ନୋହ ଜନ୍ମ ହବୋପରେ ଲମେକ 595 ବର୍ଷ ବଞ୍ଚିଲେ ଏବଂ ଅନ୍ୟ ପୁତ୍ର ଏବଂ କନ୍ଯାମାନଙ୍କୁ ଜନ୍ମ ଦଇେଥିଲେ।

Genesis 17:1
ଯେତବେେଳେ ଅବ୍ରାମକୁ ଅନେଶ୍ବତ ବର୍ଷ ସେତବେେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ସର୍ବଶକ୍ତିମାନ ପରମେଶ୍ବର। ଉତ୍ତମ କାର୍ୟ୍ଯମାନ କର। ମାେତେ ମାନ ଏବଂ ନିଷ୍ଠାପର ଜୀବନୟାପନ କର।

Genesis 17:17
ଅବ୍ରାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, କଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କଣ ସାରା ନବେ ବର୍ଷ ରେ ପିଲା ଧାରଣ କରିପାରିବ?

Genesis 17:24
ଅବ୍ରହାମ ଅନେଶ୍ବତ ବର୍ଷ ବଯସ ରେ ସୁନ୍ନତ ହେଲେ।

1 Samuel 4:15
ସେ ସମୟରେ ଏଲି ଅଠାନବେ ବର୍ଷ ବଯସ୍କ ହାଇେଥିଲେ ଓ ଅନ୍ଧ ହାଇେଥିବାରକ୍ସ୍ଟ ସେ ଦେଖି ପାରିଲେ ନାହିଁ।

1 Chronicles 9:6
ୟିରୁଶାଲମ ରେ ବାସ କରୁଥିବା ସରହରେ ଲୋକମାନେ ଥିଲେ, ୟୁଯଲେ ଓ ତାଙ୍କର ଆତ୍ମୀଯମାନେ। ସମାନେେ ସମୁଦାଯ 690 ଜଣ ଥିଲେ।

Ezra 2:16
ହିଜକିଯର ପରିବାରରୁ ଅଟରର ବଂଶଧର 98 ଜଣ।

Ezra 2:20
ଗିଦ୍ଦରର ବଂଶଧର 95 ଜଣ।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்