Base Word
אֶשְׁתְּמֹעַ
Short DefinitionEshtemoa or Eshtemoh, a place in Palestine
Long Definitiona Levitical city in Judah
Derivationor אֶשְׁתְּמוֹעַ; or אֶשְׁתְּמֹה; from H8085 (in the sense of obedience)
International Phonetic Alphabetʔɛʃ.t̪ɛ̆ˈmo.ɑʕ
IPA modʔɛʃ.tɛ̆ˈmo̞w.ɑʕ
Syllableʾeštĕmōaʿ
Dictionesh-teh-MOH-ah
Diction Modesh-teh-MOH-ah
UsageEshtemoa, Eshtemoh
Part of speechn-pr

Joshua 15:50
ଅନାବ୍, ଇଷ୍ଟିମାେଯ, ଆନୀମ୍,

Joshua 21:14
ୟତ୍ତୀର ଓ ତହିଁ ତଳଭୂମି, ଇଷ୍ଟମାେଯ ଓ ତା'ର ତଳଭୂମି।

1 Samuel 30:28
ଅରୋଯର, ଶିଫମାେତ୍ ଓ ଇଷ୍ଟିମାେଯମାନଙ୍କ ନିକଟକକ୍ସ୍ଟ କିଛି ପଠାଇଲେ।

1 Chronicles 4:17
ଏଜ୍ରାଙ୍କର ପୁତ୍ରମାନେ ଥିଲେ ଯେଥର, ମରଦେ, ଏଫର ଓ ଯାଲୋନ୍। ମଲଦଙ୍କେର ବିଥିଯା ନାମ୍ନୀ ଜଣେ ମିଶରୀଯା ସ୍ତ୍ରୀ ଥିଲେ। ସେ ଗର୍ଭଧାରଣ କଲେ ଏବଂ ମରିଯମ, ଶମ୍ମଯ ଓ ଇଷ୍ଟିମାୟଙ୍କେର ପିତା ୟିଶବହଙ୍କୁ ଜନ୍ମ ଦେଲେ ଏବଂ ତାଙ୍କର ୟିହୁଦୀଯ ପତ୍ନୀ ଯରେଦ୍ ହବରେ ଓ ୟିକୂଥୀଯଲଙ୍କେୁ ଜନ୍ମ ଦେଲେ।

1 Chronicles 4:19
ମରଦଙ୍କେର ସ୍ତ୍ରୀ ହାଦେିୟ ନହମଙ୍କର ଭଗିନୀ ଥିଲେ। ମରଦଙ୍କେ ସ୍ତ୍ରୀଙ୍କ ପୁତ୍ରମାନେ କିଯୀଲା ଓ ଇଷ୍ଟିମଯଙ୍କେ ପିତା ଥିଲେ। କିଯୀଲା ଗର୍ମୀଯ ଲୋକମାନଙ୍କ ମଧ୍ଯରୁ ଆସିଥିଲେ ଓ ଇଷ୍ଟିମାେଯ-ମାଖାତୀଯ ଲୋକମାନଙ୍କ ମଧ୍ଯରୁ ଆସିଥିଲେ।

1 Chronicles 6:57
ହାରୋଣର ବଂଶଧରମାନଙ୍କୁ ଦିଆୟାଇଥିବା ଆଶ୍ରଯ ନଗର ସବୁ ହିବ୍ରୋଣ, ଲିବନା, ୟତ୍ତୀର, ଇଷ୍ଟିମାେଯ,

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்