Base Word
שְׁתִי
Short Definitiona fixture, i.e., the warp in weaving
Long Definitionwarp, woven material
Derivationfrom H7896
International Phonetic Alphabetʃɛ̆ˈt̪ɪi̯
IPA modʃɛ̆ˈtiː
Syllablešĕtî
Dictionsheh-TEE
Diction Modsheh-TEE
Usagewarp
Part of speechn-m

Leviticus 13:48
ତାହା ତନ୍ତ ରେ ବୁଣା ହେଉ କିମ୍ବା ହାତ ରେ ବୁଣା ହେଉ କିମ୍ବା ତାହା ଚର୍ମ ରେ କିମ୍ବା ଚର୍ମ ନିର୍ମିତ କୌଣସି ଦ୍ରବ୍ଯ ରେ ହେଉ।

Leviticus 13:49
ଯବେେ ସହେିଦାଗ ବସ୍ତ୍ର ରେ କି ଚର୍ମ ରେ କିମ୍ବା ବୁଣା କିମ୍ବା ଶିଲାଇ କପାଡା କିମ୍ବା କୌଣସି ଚର୍ମ ଜିନିଷ ରେ ଶାଗୁଆ ବର୍ଣ୍ଣ କିମ୍ବା ରକ୍ତବର୍ଣ୍ଣ ହୁଏ, ତବେେ ତାହା ଚର୍ମ ରୋଗର ଦାଗ ଓ ତାକୁ ଯାଜକକୁ ଦଖାଇେ ଦିଆୟିବ।

Leviticus 13:51
ସେ ସପ୍ତମ ଦିନ ରେ ସହେି ଦାଗ ପରୀକ୍ଷା କରିବ, ଯଦି ବସ୍ତ୍ର ରେ କି ବୁଣା କିମ୍ବା ଉଲ୍ ରେ ଶିଲାଇ କପଡା କିମ୍ବା ଶଣ କିମ୍ବା ଚର୍ମ କିମ୍ବା କୌଣସିଚର୍ମ ଜିନିଷ ରେ ସ ସହେି ଦାଗ ଯଦି ବଢିଥାଏ ତବେେ ତାହା କ୍ଷଯ କୁଷ୍ଠ ଓ ସହେି ବସ୍ତ୍ର ଅଶୁଚି ଅଟେ।

Leviticus 13:52
ତେଣୁ ସହେି ଦାଗ ଥିବା ବସ୍ତ୍ର, ସୂତାର ବା ଚମଡାର ହେଉ କିମ୍ବା ଲୋମ ନିର୍ମିତ ହେଉ ତାହା ଦଗ୍ଧ କରାୟିବ। କାରଣ ତାହା କ୍ଷଯ କୁଷ୍ଠ, ସହେି ବସ୍ତ୍ର କିମ୍ବା ଚର୍ମ ଅଗ୍ନି ରେ ଦଗ୍ଧ ହବୋ ଉଚିତ୍।

Leviticus 13:53
ଯାଜକ ଦେଖିବ ଯଦି ସହେି ଦାଗ ବଢି ନାହିଁ, ତବେେ ତାହା ସୂତାର ବସ୍ତ୍ର ହେଉ କି କୌଣସି ଚମଡାର ଜିନିଷ ହେଉ ତାହା ପାଣି ରେ ଧୌତ କରାୟିବା ଉଚିତ୍। ପୁଣି ତାହା ତନ୍ତବୁଣା ହେଉ କିମ୍ବା ହାତ ବୁଣା ହେଉ ତାହା ଧୁଆୟିବା ଉଚିତ୍।

Leviticus 13:56
ମାତ୍ର ଧୂଆ ଗଲାପରେ ଯଦି ଯାଜକ ଦେଖିବ, ସହେି ଦାଗ ମଳିନ ହାଇେଥାଏ, ତବେେ ସେ ସହେି ବସ୍ତ୍ରରୁ କି ଚର୍ମରୁ ତାହା ଚିରି ପକାଇବ।

Leviticus 13:57
ତଥାପି ଯଦି ସହେି ବସ୍ତ୍ର ରେ କି ଚର୍ମ ରେ, ସହେି ଦାଗ ଥାଏ ଓ ତାହା ବଢେ, ତାକୁ ତୁମ୍ଭେ ଅଗ୍ନି ରେ ପୋଡି଼ ପକାଇବ।

Leviticus 13:58
ଯଦି ବସ୍ତ୍ର ଓ ଚର୍ମ ନିର୍ମିତ ଦ୍ରବ୍ଯକୁ ଧୋଇଲାପରେ ସହେି ଦାଗ ଚାଲିୟାଏ, ତବେେ ତାହା ଦ୍ବିତୀୟ ଥର ଧୂଆୟିବ ଓ ତହିଁରେ ତାହା ଶୁଚି ହବେ।

Leviticus 13:59
ବସ୍ତ୍ର ହେଉ ବା ଚର୍ମ ନିର୍ମିତ ଦ୍ରବ୍ଯ ହେଉ କିମ୍ବା ଟାଣୀର ହେଉ, କୁଷ୍ଠ ଦାଗ ବିଷଯ ରେ ଶୁଚି ବୋଲି ପ୍ରମାଣ କରିବା ବା ଅଶୁଚି ବୋଲି ପ୍ରକାଶ କରିବାର ବ୍ଯବସ୍ଥା ଏହା ଅଟେ।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்