Base Word
שֶׁמֶשׁ
Short Definitionthe sun; by implication, the east; figuratively, a ray, i.e., (architectural) a notched battlement
Long Definitionsun
Derivationfrom an unused root meaning to be brilliant
International Phonetic Alphabetʃɛˈmɛʃ
IPA modʃɛˈmɛʃ
Syllablešemeš
Dictionsheh-MESH
Diction Modsheh-MESH
Usage+ east side(-ward), sun (rising), + west(-ward), window
Part of speechn

Genesis 15:12
ଯେତବେେଳେ ସୂର୍ୟ୍ଯାସ୍ତ ହେଉଥିଲା ଅବ୍ରାମ ଘାରେ ନିଦ୍ରା ରେ ଶାଇେ ପଡ଼ିଲେ ଏବଂ ହଠାତ୍ ତାଙ୍କ ଉପରକୁ ଏକ ଭୟଙ୍କର ଅନ୍ଧକାର ଆସିଲା ଓ ସେ ଆତଙ୍କିତ ହାଇଗେଲେ।

Genesis 15:17
ସୂର୍ୟ୍ଯାସ୍ତ ପରେ, ଯେତବେେଳେ ଏହା ଘାରେ ଅନ୍ଧକାର ହେଲା, ଏକ ଧୂଆଁ ବାହାରୁଥିବା ପାତ୍ର ଏବଂ ଜ୍ଯଳନ୍ତ ମଶାଲ ହଠାତ୍ ଦଖାଗେଲା ଏବଂ ତାହା ଦୁଇ ଧାଡ଼ି ରେ ଥିବା ମୃତ ପଶୁଗୁଡ଼ିକର ଖଣ୍ଡସବୁ ମଧ୍ଯ ଦଇେ ଗଲା।

Genesis 19:23
ସୂର୍ େଯ୍ଯାଦଯ ହୁଅନ୍ତେ ଲୋଟ ସୋଯର ରେ ପହଞ୍ଚିଗଲେ।

Genesis 28:11
ଯାକୁବ ୟାତ୍ରା କରିଥିବା ସମୟରେ ସୂର୍ୟ୍ଯାସ୍ତ ହେଲା। ତେଣୁ ଯାକୁବ ରାତ୍ର ୟାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସହେି ସ୍ଥାନ ରେ ପଥର ଉପରେ ମୁଣ୍ଡ ଦଇେ ସେ ଶୋଇ ପଡ଼ିଲେ।

Genesis 32:31
ଏହାପରେ ସୂର୍ େଯ୍ଯାଦଯ ବଳକେୁ ସେ ପନୂଯଲେ ପାର ହେଲେ।ମାତ୍ର ତା'ର ଗୋଡ଼ ୟୋଗୁ େଛାଟାଇ ଚାଲିଲା।

Genesis 37:9
ଏହାପରେ ଯୋଷଫେ ଅନ୍ୟ ଏକ ସ୍ବପ୍ନ ଦେଖିଲା ଏବଂ ସେ ତା'ର ଭାଇମାନଙ୍କୁ ଏହି ସ୍ବପ୍ନ ବିଷଯ ରେ କହିଲା। ଯୋଷଫେ କହିଲେ, ସୂର୍ୟ୍ଯ, ଚନ୍ଦ୍ର ଏବଂ ଏଗାରଟି ତାରା ମାେ ସମ୍ମୁଖ ରେ ନତ ହେଲେ।

Exodus 16:21
ପ୍ରେତ୍ୟକକ ସକାଳେ ଲୋକମାନେ ସମାନଙ୍କେର ଖାଦ୍ୟ ସଂଗ୍ରହ କଲେ। ପ୍ରେତ୍ୟକକ ଲୋକ ସମାନଙ୍କେର ଆବଶ୍ଯକ ମୁତାବକ ଖାଦ୍ୟ ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରା ରେ ତାହାସବୁ ତରଳିଗଲା।

Exodus 17:12
କିଛି ସମୟ ପରେ, ଯେ ହତେୁ ମାଶାଙ୍କେର ହାତ କ୍ଲାନ୍ତ ହାଇଗେଲା ତେଣୁ ସମାନେେ ଏକ ବିରାଟ ପଥର ଖଣ୍ଡ ଆଣି ମାଶାଙ୍କେ ଆଗ ରେ ପକାଇଲେ ସେ ବସିବା ପାଇଁ। ଏହାପରେ ହାରୋଣ ଓ ହୂର ମାଶାଙ୍କେର ହାତକୁ ଉପରକୁ ଟକେି ଧରିଲେ। ହାରୋଣ ଗୋଟିଏ ପାଶର୍‌ବ ରେ ଓ ହୂର ଅନ୍ୟ ଏକ ପାଶର୍‌ବ ରେ ରହିଲା। ସମାନେେ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ତାଙ୍କର ହାତକୁ ଏପରି ଉପରକୁ କରି ରଖିଲେ।

Exodus 22:3
ଯଦି ଏପରି ଦିନ ରେ ଘଟିଥାଏ ତବେେ ହତ୍ଯା କରିଥିବା ବ୍ଯକ୍ତି ଦୋଷୀ ସାବ୍ଯସ୍ତ ହବେ।

Exodus 22:26
ଯବେେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତବେେ ତାହା ସୂର୍ୟ୍ଯାସ୍ତ ପୂର୍ବରୁ ଫରୋଇ ଦବେ।

Occurences : 134

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்