Base Word
שִׁית
Short Definitionto place (in a very wide application)
Long Definitionto put, set
Derivationa primitive root
International Phonetic Alphabetʃɪi̯t̪
IPA modʃiːt
Syllablešît
Dictionsheet
Diction Modsheet
Usageapply, appoint, array, bring, consider, lay (up), let alone, × look, make, mark, put (on), + regard, set, shew, be stayed, × take
Part of speechv

Genesis 3:15
ମୁଁ ତୁମ୍ଭଙ୍କୁ ନାରୀର ଶତୃ କରିବି।

Genesis 4:25
ଆଦମ ପୁନର୍ବାର ତା'ର ସ୍ତ୍ରୀ ହବା ସହିତ ସହବାସ କଲା ଏବଂ ପୁଣି ସେ ଅନ୍ୟ ଏକ ପୁତ୍ର ସନ୍ତାନ ପ୍ରସବ କଲା, ଏବଂ ତାକୁ ଶେଥ ବୋଲି ଡ଼ାକିଲା। ହବା କହିଲେ, ପରମେଶ୍ବର ହବେଲର ପ୍ରତି ବଦଳ ରେ ଆଉ ଗୋଟିଏ ପୁତ୍ର ଦଇେଛନ୍ତି, କାରଣ କଯିନ ତାହାଙ୍କୁ ହତ୍ଯା କଲା।

Genesis 30:40
ଯାକୁବ ସହେି ଚିତ୍ର ବିଚିତ୍ର ଛୁଆମାନଙ୍କୁ ଅନ୍ୟ ପାଖରୁ ଭିନ୍ନ ଭିନ୍ନ କଲା। ପୁଣି ଲାବନ ରଖାଙ୍କେିତ ଓ କୃଷ୍ଣବର୍ଣ୍ଣ ସବୁ ମଷେ ପ୍ରତି ମଷେୀମାନଙ୍କର ଦୃଷ୍ଟି ରଖାଇଲା। ଏହିପ୍ରକା ରେ ସେ ଲାବନର ପଲ ସହିତ ଆପଣା ପଲ ତନଖି ପୃଥକ କଲା।

Genesis 30:40
ଯାକୁବ ସହେି ଚିତ୍ର ବିଚିତ୍ର ଛୁଆମାନଙ୍କୁ ଅନ୍ୟ ପାଖରୁ ଭିନ୍ନ ଭିନ୍ନ କଲା। ପୁଣି ଲାବନ ରଖାଙ୍କେିତ ଓ କୃଷ୍ଣବର୍ଣ୍ଣ ସବୁ ମଷେ ପ୍ରତି ମଷେୀମାନଙ୍କର ଦୃଷ୍ଟି ରଖାଇଲା। ଏହିପ୍ରକା ରେ ସେ ଲାବନର ପଲ ସହିତ ଆପଣା ପଲ ତନଖି ପୃଥକ କଲା।

Genesis 41:33
ସେଥିପାଇଁ ଫାରୋ ଏକ ବୁଦ୍ଧିମାନ, ଜ୍ଞାନୀ ଲୋକଙ୍କୁ ମିଶରର ଦାଯିତ୍ବ ଦବୋ ପାଇଁ ମନୋନୀତ କରିବେ।

Genesis 46:4
ମୁଁ ତୁମ୍ଭ ସହିତ ମିଶରକୁ ୟିବି। ଏବଂ ଆମ୍ଭେ ତୁମ୍ଭକୁ ପୁନ୍ନରାଯ ମିଶରରୁ ଆଣିବା। ତୁମ୍ଭେ ମିଶର ରେ ଦହେତ୍ଯାଗ କରିବ। ତୁମ୍ଭେ ଦହେ ତ୍ଯାଗ କରିବା ସମୟରେ ଯୋଷଫେ ତୁମ୍ଭ ପାଖ ରେ ଥିବ।

Genesis 48:14
ଇଶ୍ରାୟେଲ ନିଜର ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରଯିମର ମୁଣ୍ଡ ରେ ତାଙ୍କର ବାମ ହସ୍ତ ରଖିଲେ। ଏହାପରେ ଇଶ୍ରାୟେଲ ତାଙ୍କର ବାମହସ୍ତ ମନଃଶିର ମସ୍ତ ଉପରେ ରଖିଲେ ୟିଏକି ପ୍ରଥମେ ଜନ୍ମ ହାଇେଥିଲା।

Genesis 48:17
ଯୋଷଫେ ଦେଖିଲେ, ତାଙ୍କର ପିତା ତାଙ୍କର ପୁତ୍ର ଇଫ୍ରଯିମଙ୍କ ମୁଣ୍ଡ ରେ ଦକ୍ଷିଣ ହସ୍ତ ରଖିଥିଲେ। ଏହା ଯୋଷଫଙ୍କେୁ ଖୁସି କରି ନଥିଲା। ଯୋଷଫେ ତାଙ୍କର ହସ୍ତକୁ ଧରି ଇଫ୍ରଯିମଙ୍କ ମୁଣ୍ଡରୁ ତାଙ୍କର ହାତ କାଢିଲେ ଏବଂ ସହେି ହସ୍ତକୁ ମନଃଶିର ମୁଣ୍ଡ ରେ ଥୋଇଲେ।

Exodus 7:23
ଫାରୋ ମାଶାେ ଏବଂ ହାରୋଣଙ୍କର କାର୍ୟ୍ଯ ରେ ଧ୍ଯାନ ନଦଇେ ଗୃହକୁ ଫରେିଗଲେ।

Exodus 10:1
ସଦାପ୍ରଭୁ ମାଶାଙ୍କେୁ କହିଲେ, ଫାରୋଙ୍କ ନିକଟକୁ ୟାଅ। ମୁଁ ତାଙ୍କୁ ନିଷ୍ଠୁର କରିଛି ଏବଂ କର୍ମଚାରୀମାନଙ୍କୁ ମଧ୍ଯ ନିଷ୍ଠୁର ହୃଦଯ କରିଛି। ମୁଁ ଏପରି କରିଅଛି ୟଦ୍ବାରା ମୁଁ ସମାନଙ୍କେୁ ମାରେ ଶକ୍ତିଶାଳୀ ଅଦ୍ଭୁତ କର୍ମ ଦଖାଇେ ପାରିବି.

Occurences : 83

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்