Base Word
שַׁחַר
Short Definitiondawn (literal, figurative or adverbial)
Long Definitiondawn
Derivationfrom H7836
International Phonetic Alphabetʃɑˈħɑr
IPA modʃɑˈχɑʁ
Syllablešaḥar
Dictionsha-HAHR
Diction Modsha-HAHR
Usageday(-spring), early, light, morning, whence riseth
Part of speechn-m

Genesis 19:15
ତା'ପରଦିନ ସୁର୍ େଯ୍ଯାଦଯ ପୂର୍ବରୁ ଦୂତମାନେ ଲୋଟକୁ ତପ୍ତର କରାଇ କହିଲେ, ୟାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏସ୍ଥାନ ପରିତ୍ଯାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାଲେ ତୁମ୍ଭେ ଧ୍ବଂସ ପାଇବ ନାହିଁ, ଯେତବେେଳେ ଏହି ନଗର ଦଣ୍ଡିତ ହବେ।

Genesis 32:24
ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ଯ ତାଙ୍କ ସହିତ ସକାଳ ପର୍ୟ୍ଯନ୍ତ ମଲ୍ଲ ୟୁଦ୍ଧ କଲେ।

Genesis 32:26
ଆଉ ସହେି ଲୋକଟି ଯାକୁବକୁ କହିଲା, ମାେତେ ୟିବାକୁ ଦିଅ କାରଣ ପ୍ରଭାତ ହାଇଗେଲା।

Joshua 6:15
ସଲ୍ଗମ ଦିନ ସୂର୍ େଯ୍ଯାଦଯ ପର୍ବରକ୍ସ୍ଟ ଉଠି ସମାନେେ ସହରକକ୍ସ୍ଟ ସାତଥର ପରିକ୍ରମା କଲେ। ପୂର୍ବଥର ଯେଉଁ ପଥରେ ପରିକ୍ରମା କରିଥିଲେ, ଏଥର ମଧ୍ଯ ସହେି ପଥଦଇେ ଗଲେ। କିନ୍ତୁ ସହେି ଦିନ ସମାନେେ ସାତଥର ନଗର ପରିକ୍ରମା କଲେ।

Judges 19:25
କିନ୍ତୁ ସହେି ଦକ୍ସ୍ଟଷ୍ଟ ଲୋକମାନେ ବୃଦ୍ଧ ଲୋକଟିର ଆବଦନେ ପ୍ରତି ଧ୍ଯାନ ଦେଲେ ନାହିଁ। ତେଣୁ ସହେି ଲବେୀୟ ଲୋକ ଜଣକ, ନିଜର ଉପପତ୍ନୀ ଘରକ୍ସ୍ଟ ବାହାର କଲେ। ତା'ପରେ ସହେି ଲୋକମାନେ ରାତ୍ରିସାରା ତା ସହିତ ରତିକ୍ରିଯା କଲେ ଏବଂ ପ୍ରଭାତ ରେ ଦାସୀକକ୍ସ୍ଟ ଛାଡି ଦେଲେ।

1 Samuel 9:26
ତା'ପରଦିନ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ ବିଛଣାରକ୍ସ୍ଟ ଉଠାଇଲେ ଏବଂ କହିଲେ, ଶୟ୍ଯା ତ୍ଯାଗ କର, ମୁ ତୁମ୍ଭକୁ ତକ୍ସ୍ଟମ୍ଭ ଗନ୍ତବ୍ଯ ସ୍ଥାନକକ୍ସ୍ଟ ପଠାଇବି। ଶାଉଲ ବିଛଣାରକ୍ସ୍ଟ ଉଠିଲେ ଶାମୁୟେଲଙ୍କ ସହ ବାହାରକକ୍ସ୍ଟ ଗଲେ।

Nehemiah 4:21
ଏହି ରୂପେ ଆମ୍ଭମାନେେ ସହେି କାର୍ୟ୍ଯ ରେ ପରିଶ୍ରମ କଲୁ। ପୁଣି ଅରୁଣୋଦଯ ସମୟଠାରୁ ତାହା ଦେଖିବା ସମୟ ପର୍ୟ୍ଯନ୍ତ ସମାନଙ୍କେର ଅର୍ଦ୍ଧୋକ ଲୋକ ବର୍ଚ୍ଛା ଧରିଲେ।

Job 3:9
ସହେିଦିନର ପ୍ରାତଃକାଳୀନ ନକ୍ଷତ୍ର କାଳିମାମଯ ହାଇେ ଅନ୍ଧକାର ରେ ଲୁଚି ଯାଉ। ରାତ୍ରିଟି ପ୍ରଭାତର ପ୍ରତୀକ୍ଷା ରେ ରହୁ ଏବଂ ସୂର୍ୟ୍ଯର ପ୍ରଥମ କିରଣ ନ ଦେଖୁ।

Job 38:12
ଆୟୁବ, ତୁମ୍ଭେ କବେେ ତୁମ୍ଭର ଜୀବନକାଳ ମଧିଅରେ ସକାଳକୁ ଆଜ୍ଞା କରିଛ ଆରମ୍ଭ ହବୋ ପାଇଁ କି ଦିନ ଆରମ୍ଭ ହବୋ ପାଇଁ ?

Job 41:18
ଯେତବେେଳେ ସେ ଛିଙ୍କେ, ସେଥିରୁ ବିଜୁଳି ସଦୃଶ ଆଲୁଅ ବାହା ରେ, ତା'ର ଚକ୍ଷୁ ପ୍ରାତଃକାଳର ଆଲୁଅ ପରି ଝଟକେ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்