Base Word | |
שׁוּק | |
Short Definition | to run after or over, i.e., overflow |
Long Definition | to be abundant (meaning probable) |
Derivation | a primitive root |
International Phonetic Alphabet | ʃuːk’ |
IPA mod | ʃuk |
Syllable | šûq |
Diction | shook |
Diction Mod | shook |
Usage | overflow, water |
Part of speech | v |
Psalm 65:9
ତୁମ୍ଭେ ପୃଥିବୀର ଯତ୍ନ ନିଅ। ତୁମ୍ଭେ ପୃଥିବୀରେ ବର୍ଷା କରାଇ ଭୂମିକୁ ବହୁତ ଉର୍ବର କରାଅ। ହେ ପରମେଶ୍ବର, ତୁମ୍ଭେ ଝରଣାରେ ଜଳ ସୃଷ୍ଟି କର। ତୁମ୍ଭେ ଶସ୍ଯ କ୍ଷେତ୍ରମାନ ବଢ଼ାଇ ଥାଅ।
Joel 2:24
ତୁମ୍ଭମାନଙ୍କର ଖଳାସବୁ ଗହମ ରେ ପରିପୂର୍ଣ୍ଣ ହବେ ଏବଂ ତୁମ୍ଭମାନଙ୍କର କୁଣ୍ତଗୁଡିକ ଦ୍ରାକ୍ଷାରସ ଓ ତୈଳ ରେ ଉଚ୍ଛୁଳି ପଡିବ।
Joel 3:13
ଦାଆ ଆଣ କାରଣ ଶସ୍ଯ ପାଚିଅଛି। ଆସ, ଅଙ୍ଗୁର ଲତା ଉପ ରେ ଗ୍ଭଲ। କାରଣ ଦ୍ରାକ୍ଷାରସ ପରିପୂର୍ଣ୍ଣ ହାଇେଅଛି। କୁଣ୍ତଗୁଡିକ ଉଚ୍ଛୁଳି ପଡୁଛି, କାରଣ ସମାନଙ୍କେର ମନ୍ଦ କର୍ମ ବହୁତ ଅଧିକ।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்