| Base Word | |
| שָׁוְא | |
| Short Definition | evil (as destructive), literally (ruin) or morally (especially guile); figuratively idolatry (as false, subjective), uselessness (as deceptive, objective; also adverbially, in vain) |
| Long Definition | emptiness, vanity, falsehood |
| Derivation | or שַׁו; from the same as H7722 in the sense of desolating |
| International Phonetic Alphabet | ʃow |
| IPA mod | ʃov |
| Syllable | šow |
| Diction | shoh |
| Diction Mod | shove |
| Usage | false(-ly), lie, lying, vain, vanity |
| Part of speech | n-m |
Exodus 20:7
ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନାମ ମିଥ୍ଯା ରେ ନବେ ନାହିଁ, କାରଣ ଯେ କହେି ତାଙ୍କର ନାମ ମିଥ୍ଯା ରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।
Exodus 20:7
ତୁମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ନାମ ମିଥ୍ଯା ରେ ନବେ ନାହିଁ, କାରଣ ଯେ କହେି ତାଙ୍କର ନାମ ମିଥ୍ଯା ରେ ନିଏ, ସଦାପ୍ରଭୁ ତାଙ୍କୁ ଅପରାଧୀ ପୂପେ ଗଣନା କରନ୍ତି।
Exodus 23:1
ଅନ୍ୟ ଲୋକମାନଙ୍କ ବିଷଯ ରେ ମିଥ୍ଯା କୁହ ନାହିଁ। କାହାରି ପାଇଁ ମିଥ୍ଯା ସାକ୍ଷୀ ଦଇେ, ତାକୁ ଅସୁବିଧା ରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡୟନ୍ତ୍ର କର ନାହିଁ।
Deuteronomy 5:11
ତୁମ୍ଭେ ମୂଲ୍ଯହୀନ ଉଦ୍ଦେଶ୍ଯ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନାମ ନବେ ନାହିଁ। ଯଦି କୌଣସି ଲୋକ ମୂଲ୍ଯହୀନ ଉଦ୍ଦେଶ୍ଯ ରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧି ବୋଲି ବିବଚେନା କରନ୍ତି ନାହିଁ।
Deuteronomy 5:11
ତୁମ୍ଭେ ମୂଲ୍ଯହୀନ ଉଦ୍ଦେଶ୍ଯ ରେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନାମ ନବେ ନାହିଁ। ଯଦି କୌଣସି ଲୋକ ମୂଲ୍ଯହୀନ ଉଦ୍ଦେଶ୍ଯ ରେ ତାଙ୍କର ନାମନିଏ, ସଦାପ୍ରଭୁ ତାଙ୍କୁ ନିରପରାଧି ବୋଲି ବିବଚେନା କରନ୍ତି ନାହିଁ।
Deuteronomy 5:20
ତୁମ୍ଭମାନେେ ଆପଣା ପ୍ରତିବେଶୀ ବିରକ୍ସ୍ଟଦ୍ଧ ରେ ମିଥ୍ଯା ସାକ୍ଷୀ ଦବନୋହିଁ।
Job 7:3
ଅନକେ ମାସ ମାେତେ ନିରାଶ କରି ରାତ୍ରି ପରେ ରାତ୍ରି କଷ୍ଟ ଦିଆୟାଇ ଥିଲା।
Job 11:11
ସତ ରେ ପରମେଶ୍ବର ଜାଣନ୍ତି କିଏ ଅ ଯୋଗ୍ଯ। ପରମେଶ୍ବର ଯେତବେେଳେ ମନ୍ଦ ବିଷଯ ଦେଖନ୍ତି, ସେ ତାହା ମନେ ପକାନ୍ତି।
Job 15:31
ଦୁଷ୍ଟଲୋକ ନିଜକୁ ଭ୍ରାନ୍ତ କରିବ ନାହିଁ ଯେତବେେଳେ ସେ ଅସାର ବିଷଯ ବିଶ୍ବାସ କରେ। କାହିଁକି ? ସେ କିଛି ପାଇବ ନାହିଁ।
Job 15:31
ଦୁଷ୍ଟଲୋକ ନିଜକୁ ଭ୍ରାନ୍ତ କରିବ ନାହିଁ ଯେତବେେଳେ ସେ ଅସାର ବିଷଯ ବିଶ୍ବାସ କରେ। କାହିଁକି ? ସେ କିଛି ପାଇବ ନାହିଁ।
Occurences : 53
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்