Base Word
רֶקֶם
Short DefinitionRekem, the name of a place in Palestine, also of a Midianite and an Israelite
Long Definition(n pr m) one of the 5 kings of Midian killed by the Israelites
Derivationfrom H7551; versi-color
International Phonetic Alphabetrɛˈk’ɛm
IPA modʁɛˈkɛm
Syllablereqem
Dictionreh-KEM
Diction Modreh-KEM
UsageRekem
Part of speechn-pr-m n-pr-loc

Numbers 31:8
ସମାନେେ ଇବି, ରକେମ୍, ସୂର, ହୂର ଓ ରବୋ ଏହି ପାଞ୍ଚଜଣ ମିଦାଯନୀଯ ରାଜାଙ୍କୁ ହତ୍ଯା କଲେ। ଆଉ ମଧ୍ଯ ବିଯୋରର ପୁତ୍ର ବିଲିଯମକୁ ମଧ୍ଯ ସମାନେେ ଖଡ୍ଗ ରେ ହତ୍ଯା କଲେ।

Joshua 13:21
ଏହିପରି ସମତଳର ସମସ୍ତ ନଗରକକ୍ସ୍ଟ ମିଶାଇ ଓ ଇ ମାରେୀଯର ରାଜା ସୀହାନେ, ୟିଏ ହିଷ୍ବୋନ ରେ ରାଜତ୍ବ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକକ୍ସ୍ଟ ମିଶାଇ ଏହି ଦେଶ ଗଠିତ ହେଲା। ମାଶାେ ତାଙ୍କୁ ଓ ମିଦୀଯୋନର ନତେୃବର୍ଗ ଓ ସୀହାନରେ ରାଜପକ୍ସ୍ଟତ୍ରମାନଙ୍କୁ ମଧ୍ଯ ଇବି, ରକମେ, ସୂର, ହର ଓ ରବୋକକ୍ସ୍ଟ ପରାସ୍ତ କଲେ।

Joshua 18:27
ରକେମ୍, ୟିର୍ପେଲ୍, ତରଲା,

1 Chronicles 2:43
ହିବ୍ରୋଣଙ୍କ ପୁତ୍ରମାନେ ଥିଲେ : କୋରହ, ତପୂହ, ରକେମ୍ ଓ ଶମାେ।

1 Chronicles 2:44
ଶମାେ ରହମ୍ଙ୍କ ପିତା ଥିଲେ। ରହମ୍ ୟର୍କିଯମଙ୍କ ପିତା ଥିଲେ। ରକେମ୍ ଶମ୍ମଯଙ୍କ ପିତା ଥିଲେ।

1 Chronicles 7:16
ମାଖୀରଙ୍କ ସ୍ତ୍ରୀ ମାଖାଙ୍କର ପୁତ୍ରଟିଏ ହାଇେଥିଲା। ମାଖା ଏହି ପୁତ୍ରର ନାମ ପରେଶ ଦେଲେ। ତା'ର ଭାଇଙ୍କ ନାମ ଥିଲା ଶରେଶ। ଶରେଶଙ୍କ ପୁତ୍ରମାନେ ଥିଲେ ଉଲମ ଓ ରକମେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்