Base Word
קׇרְחִי
Short Definitiona Korchite (collectively) or descendants of Korach
Long Definitiondescendants of Korah the son of Levi
Derivationpatronymic from H7141
International Phonetic Alphabetk’orˈħɪi̯
IPA modkoʁˈχiː
Syllableqorḥî
Dictionkore-HEE
Diction Modkore-HEE
UsageKorahite, Korathite, sons of Kore, Korhite
Part of speechn-pr-m

Exodus 6:24
କୋରହର ସନ୍ତାନ ଅସୀର, ଇଲ୍କାନା ଓ ଅବୀଯାସଫ୍। ଏମାନେ କୋରହର ବଂଶ।

Numbers 26:58
ଏହିସବୁ ଗୋଷ୍ଠୀଗୁଡିକ ମଧ୍ଯ ଲବେୀୟ ପରିବାରବର୍ଗର ଅର୍ନ୍ତଭୁକ୍ତ ଅଟେ। ଲିବନୀଯ ଗୋଷ୍ଠୀ, ହିବ୍ରୋଣୀଯ ଗୋଷ୍ଠୀ, ମହଲୀଯ ଗୋଷ୍ଠୀ, ମୂଶୀଯ ଗୋଷ୍ଠୀ ଏବଂ କୋରହୀଯ ଗୋଷ୍ଠୀ।

1 Chronicles 9:19
ଶଲ୍ଲୁମ୍ କୋରହଙ୍କ ପୁତ୍ର ଥିଲେ। କୋରହ୍ ଅବୀଯାସଫ୍ଙ୍କ ପୁତ୍ର ଥିଲେ। ଅବୀଯାସଫ୍ କୋରିଙ୍କ ପୁତ୍ର ଥିଲେ। ଶଲ୍ଲୁମ୍ ଓ ତାଙ୍କର ଭ୍ରାତାମାନେ ଦ୍ବାରପାଳ ଥିଲେ। ସମାନେେ କୋରହ ପରିବାରବର୍ଗର ଥିଲେ। ସମାନେେ ମନ୍ଦିରର ସବୋ କାର୍ୟ୍ଯ ଦାଯିତ୍ବ ରେ ଥିଲେ। ସମାନେେ ପବିତ୍ର ତମ୍ବୁର ଦ୍ବାର ପ୍ରବେଶ ଦ୍ବାର ଜଗିବା କାର୍ୟ୍ଯ କରୁଥିଲେ। ସମାନେେ ଠିକ୍ ସହେିପରି କଲେ, ଯେପରି ସମାନଙ୍କେର ପୂର୍ବପୁରୁଷମାନେ ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ଜଗିବା କାର୍ୟ୍ଯ କରୁଥିଲେ।

1 Chronicles 9:31
ମତ୍ତଥିଯ ନାମକ ଜଣେ ଲବେୀୟ ଥିଲେ, ୟିଏକି ନବୈେଦ୍ଯ ନିମନ୍ତେ ବ୍ଯବହୃତ ହେଉଥିବା ରୋଟୀ ସକେିବାର କାର୍ୟ୍ଯ କରୁଥିଲେ। ମତ୍ତଥିଯ ଶଲ୍ଲୁମ୍ଙ୍କର ଜେଷ୍ଠ ପୁତ୍ର ଥିଲେ। ଶଲ୍ଲୁମ୍ କୋରହ ବଂଶଜ ଥିଲେ।

1 Chronicles 12:6
ଇଲକାନା, ୟିଶିଯ, ଅସ ରେଲ, ୟୋଯଷେର ଓ ୟାଶ୍ବିଯାମ୍, କୋରହ ପରିବାରବର୍ଗର ସମସ୍ତ ଲୋକ,

1 Chronicles 26:1
ଦ୍ବାରପାଳମାନଙ୍କର ଦଳଗୁଡ଼ିକ :

1 Chronicles 26:19
ଦ୍ବାରପାଳମାନଙ୍କର ଏହିସବୁ ଦଳ ଥିଲା। ସହେି ଦ୍ବାରପାଳମାନେ କୋରହ ଓ ମରାରି ବଂଶର ଥିଲେ।

2 Chronicles 20:19
କହାତୀଯ ପରିବାରବର୍ଗର ଲବେୀୟମାନେ ଓ କୋରହ ଠିଆ ହାଇେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କର ପ୍ରଶଂସାଗାନ କରିବାକୁ ଲାଗିଲେ। ସମାନେେ ଅତି ଉଚ୍ଚସ୍ବର ରେ ସଦାପ୍ରଭୁଙ୍କର ପ୍ରଶଂସାଗାନ କରୁଥିଲେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்