Base Word
אַרְבָּעִים
Short Definitionforty
Long Definitionforty
Derivationmultiple of H0702
International Phonetic Alphabetʔɑr.bɔːˈʕɪi̯m
IPA modʔɑʁ.bɑːˈʕiːm
Syllableʾarbāʿîm
Dictionar-baw-EEM
Diction Modar-ba-EEM
Usageforty
Part of speechn

Genesis 5:13
ମହଲଲଲେ ଜନ୍ମ ନବୋପରେ କଯିନାନ 840 ବର୍ଷ ବଞ୍ଚିଲେ। ସହେି ସମୟ ମଧିଅରେ କଯିନାନଙ୍କର ଅନ୍ୟ ପୁତ୍ର ଓ କନ୍ଯାଗଣ ଜନ୍ମ ହେଲ।

Genesis 7:4
ସାତଦିନ ପରେ ମୁଁ ଚ଼ାଳିଶ ଦିବାରାତ୍ର ପୃଥୀବୀ ରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସଠାେକାର ସମସ୍ତ ଜିନିଷ ଧ୍ବଂସ କରି ଦବେି, ଯାହା ମୁଁ ସୃଷ୍ଟି କରିଥିଲି।

Genesis 7:4
ସାତଦିନ ପରେ ମୁଁ ଚ଼ାଳିଶ ଦିବାରାତ୍ର ପୃଥୀବୀ ରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସଠାେକାର ସମସ୍ତ ଜିନିଷ ଧ୍ବଂସ କରି ଦବେି, ଯାହା ମୁଁ ସୃଷ୍ଟି କରିଥିଲି।

Genesis 7:12
ପୁଣି ଆକାଶସ୍ଥ ଦ୍ବାର ସବୁ ମୁକ୍ତ ହେଲା। ତହିଁରେ ଚ଼ାଳିଷ ଦିବାରାତ୍ର ବୃଷ୍ଟି ହେଲା। ସହେି ଦିନ ରେ ନୋହ, ଶମେ,

Genesis 7:12
ପୁଣି ଆକାଶସ୍ଥ ଦ୍ବାର ସବୁ ମୁକ୍ତ ହେଲା। ତହିଁରେ ଚ଼ାଳିଷ ଦିବାରାତ୍ର ବୃଷ୍ଟି ହେଲା। ସହେି ଦିନ ରେ ନୋହ, ଶମେ,

Genesis 7:17
ଚ଼ାଳିଶ ଦିନ ପୃଥିବୀ ରେ ଜଳପ୍ଲାବନ ହେଲା, ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା।

Genesis 8:6
ଏହାପରେ ଆହୁରି ଚ଼ାଳିଶ ଦିନ ୟିବାପରେ ନୋହ ଜାହାଜର ଝରକା ଫିଟାଇ ଦେଲେ।

Genesis 18:28
ହାଇପୋ ରେ ସହେି ପଚାଶ ଜଣଙ୍କ ମଧ୍ଯରୁ ପାଞ୍ଚଜଣ ଉଣା ହାଇପୋରନ୍ତି, ତୁମ୍ଭେ କ'ଣ ଏହି ପାଞ୍ଚଜଣଙ୍କ କାରଣରୁ ସହେି ସହରକୁ ଧ୍ବଂସ କରିବେ କି?

Genesis 18:29
ଅବ୍ରହାମ ପୁଣି କହିଲେ, ତୁମ୍ଭେ ଯଦି ସଠାେରେ ଚାଳିଶ ଜଣ ଉତ୍ତମ ଲୋକ ଦେଖ ତବେେ କ'ଣ ତୁମ୍ଭେ ନଗରଟିକୁ ଧ୍ବଂସ କରିବ?

Genesis 18:29
ଅବ୍ରହାମ ପୁଣି କହିଲେ, ତୁମ୍ଭେ ଯଦି ସଠାେରେ ଚାଳିଶ ଜଣ ଉତ୍ତମ ଲୋକ ଦେଖ ତବେେ କ'ଣ ତୁମ୍ଭେ ନଗରଟିକୁ ଧ୍ବଂସ କରିବ?

Occurences : 136

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்