Base Word
צָרַף
Short Definitionto fuse (metal), i.e., refine (literally or figuratively)
Long Definitionto smelt, refine, test
Derivationa primitive root
International Phonetic Alphabett͡sˤɔːˈrɑp
IPA modt͡sɑːˈʁɑf
Syllableṣārap
Dictiontsaw-RAHP
Diction Modtsa-RAHF
Usagecast, (re-)fine(-er), founder, goldsmith, melt, pure, purge away, try
Part of speechv

Judges 7:4
ଏହାପରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, ତଥାପି ବହକ୍ସ୍ଟତ ସୈନ୍ଯଗଣ ଅଛନ୍ତି। ସମାନଙ୍କେୁ ଜଳ ଭିତରକକ୍ସ୍ଟ ନିଅ, ମୁ ତକ୍ସ୍ଟମ୍ଭ ପାଇଁ ସମାନଙ୍କେୁ ପରୀକ୍ଷା କରିବି। ଯଦି ମୁ କକ୍ସ୍ଟ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ,' ' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍,' କକ୍ସ୍ଟନ୍ତକ୍ସ୍ଟ ଯଦି ମୁ କ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ ନାହିଁ,' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍ ନକ୍ସ୍ଟହଁ।

Judges 17:4
କିନ୍ତୁ ମୀଖା ସହେି ରୂପାଖଣ୍ତକକ୍ସ୍ଟ ତା'ର ମାକକ୍ସ୍ଟ ଫରୋଇ ଦଲୋ। ତା'ର ମା ଦକ୍ସ୍ଟଇଶହ ଖଣ୍ତ ରୂପା ସକ୍ସ୍ଟନାରିକକ୍ସ୍ଟ ଦିଅନ୍ତେ ସେ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହ ରେ ରହିଲା।

2 Samuel 22:31
ପରମେଶ୍ବରଙ୍କ ଶକ୍ତି ଅତକ୍ସ୍ଟଳନୀଯ। ସଦାପ୍ରଭୁଙ୍କ ବାକ୍ଯ ସକ୍ସ୍ଟପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।

Nehemiah 3:8
ହର୍ହଯର ପୁତ୍ର ସ୍ବର୍ଣ୍ଣକାର ଉଷୀଯଲେ ସମାନଙ୍କେ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ହନାନୀଯ ୟିଏ କି ସୁଗନ୍ଧ ବ୍ଯାପାରୀ ତାଙ୍କ ପରେ ଥିବା ପ୍ରାଚୀରର ଅଂଶ ମରାମତି କଲେ। ସମାନେେ ପ୍ରଶସ୍ତ ପ୍ରାଚୀର ପର୍ୟ୍ଯନ୍ତ ୟିରୁଶାଲମ ଦୃଢ କଲେ।

Nehemiah 3:32
କୋଣର ଉଠାଣୀ ଓ ମଷେଦ୍ବାର ମଧିଅରେ ସ୍ବର୍ଣ୍ଣକାର ଓ ବଣିକମାନେ ଭଗ୍ନ ଅଂଶ ଗଠନ କଲେ।

Psalm 12:6
ସଦାପ୍ରଭୁଙ୍କର ବାକ୍ଯସବୁ ସତ୍ଯ ଓ ନିର୍ମଳ। ୟାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସଗେୁଡିକୁ ସାତଥର ତରଳା ୟାଇଥିବା ରୂପା ପରି ଶୁଦ୍ଧ।

Psalm 17:3
ତୁମ୍ଭେ ମାରେ ହୃଦଯର ଅନ୍ତଃସ୍ଥଳକୁ ଭଲ ଭାବରେ ଜାଣ। ତୁମ୍ଭେ ସାରାରାତ୍ରି ମାେ ସହିତ ଥିଲ। ତୁମ୍ଭେ ମାେତେ ପ୍ରଶ୍ନ କରିଛ ଏବଂ ମାଠାେରେ କିଛି ଭୁଲ ଦେଖିନାହଁ। ମୁଁ କିଛି ମନ୍ଦ ଯୋଜନା କରେ ନାହିଁ।

Psalm 18:30
ପରମେଶ୍ବରଙ୍କ ଶକ୍ତି ଅତୁଳନୀଯ। ସଦାପ୍ରଭୁଙ୍କ ବାକ୍ଯ ସୁପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।

Psalm 26:2
ହେ ସଦାପ୍ରଭୁ, ମାେତେ ପରୀକ୍ଷା କର, ପ୍ରମାଣ ନିଅ ଓ ମାରେ ହୃଦଯ ଓ ମନକୁ ପରିଷ୍କର କର।

Psalm 66:10
ହେ ପରମେଶ୍ବର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ। ୟପରେି ଅଗ୍ନିରେ ଲୋକମାନେ ରୂପକୁ ପରୀକ୍ଷା କରନ୍ତି।

Occurences : 33

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்