Base Word
צִבְעוֹן
Short DefinitionTsibon, an Idumaean
Long Definitionfather of Anah, whose daughter Aholibamah married Esau
Derivationfrom the same as H6648; variegated
International Phonetic Alphabett͡sˤɪbˈʕon̪
IPA modt͡sivˈʕo̞wn
Syllableṣibʿôn
Dictiontsib-ONE
Diction Modtseev-ONE
UsageZibeon
Part of speechn-pr-m

Genesis 36:2
ଏଷୌ କିଣାନୀଯମାନଙ୍କର ଦୁଇ କନ୍ଯାକୁ ବିବାହ କରିଥିଲେ। ସମାନେେ ହେଲେ ହିତ୍ତୀଯ ଏଲୋନର କନ୍ଯା ଆଦାକୁ ଓ ଅନାର କନ୍ଯା ହିଦ୍ଦୀଯ ସିବିଯୋର ପୌତ୍ରୀ ଅହଲୀବାମାକୁ।

Genesis 36:14
ସିବିଯୋନର ପୌତ୍ରୀ ଅନାର କନ୍ଯା ଯେ ଅହଲୀବାମା, ଏଷୌର ସ୍ତ୍ରୀ ଥିଲା। ତାହାର ସନ୍ତାନ ୟିଯୂଶ୍, ୟାଲମ୍ ଓ କୋରହ।

Genesis 36:20
ସଯେୀର ଜଣେ ହୋରୀଯ ଇଦୋମ ରେ ଦେଶ ରେ ବାସ କରୁଥିଲେ। ଏଷୌ ପୂର୍ବରୁ ସହେି ସଯେୀର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିଯୋନ, ଅନା।

Genesis 36:24
ସିବିଯୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅଯା ଓ ଅନା। ଅନା ନିଜର ପିତା ସିବିଯୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତର ରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ।

Genesis 36:24
ସିବିଯୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅଯା ଓ ଅନା। ଅନା ନିଜର ପିତା ସିବିଯୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତର ରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ।

Genesis 36:29
ହୋରୀଯ ବଂଶର ରାଜାମାନେ ହେଲେ, ରାଜା ଲୋଟନ୍, ରାଜା ଶାେବଲ, ରାଜା ସିବିଯୋନ୍ ଓ ରାଜା ଅନା।

1 Chronicles 1:38
ସଯେୀରର ପୁତ୍ରମାନେ ଥିଲେ : ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍।

1 Chronicles 1:40
ଶାେବଲର ପୁତ୍ରମାନେ ଥିଲେ : ଅଲିଯନ୍, ମାନହତ୍, ଏବଲ ; ଶଫୀ ଓ ଓନମ୍।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்