Base Word
פֶּקַח
Short DefinitionPekach, an Israelite king
Long Definitionson of Remaliah, originally a captain of king Pekahiah of Israel, murdered Pekahiah, usurped the throne and became the 18th king of the northern kingdom of Israel
Derivationfrom H6491; watch
International Phonetic Alphabetpɛˈk’ɑħ
IPA modpɛˈkɑχ
Syllablepeqaḥ
Dictionpeh-KA
Diction Modpeh-KAHK
UsagePekah
Part of speechn-pr-m

2 Kings 15:25
ରମଲିଯର ପୁତ୍ର ପକହେ, ପକହଙ୍କେର ସୈନ୍ଯବାହୀନିର ଜଣେ ସନୋପତି ରାଜ ପ୍ରାସାଦ ରେ ପକହେକୁ ହତ୍ଯା କଲେ। ଯେତବେେଳେ ରାଜାଙ୍କୁ ସେ ହତ୍ଯା କଲେ, ତାଙ୍କ ସହିତ ପଗ୍ଭଶ ଗିଲିଯଦୀଯ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ।

2 Kings 15:27
ଯିହୁଦା ରେ ଅସରିଯଙ୍କର ରାଜତ୍ବର ବାବନ ବର୍ଷ ରେ ରମଲିଯଙ୍କର ପୁତ୍ର ପକହେ ଶମରିଯା ରେ ଇଶ୍ରାୟେଲ ଉପରେ ଶାସନ କରିବାକୁ ଆରମ୍ଭ କରି କୋଡିଏ ବର୍ଷ ରାଜ୍ଯ ଶାସନ କଲେ।

2 Kings 15:29
ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

2 Kings 15:30
ଏହାପରେ ଏଲାଙ୍କର ପୁତ୍ର ହାେେଶୟ ରମଲିଯଙ୍କର ପୁତ୍ର ପକହଙ୍କେର ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ବର କୋଡିଏ ବର୍ଷ ରେ ତାଙ୍କର ପଦ ରେ ରାଜ୍ଯ କଲେ।

2 Kings 15:31
ଏହି ପକହଙ୍କେର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।

2 Kings 15:32
ଇଶ୍ରାୟେଲର ରାଜା ରମଲିଯଙ୍କର ପୁତ୍ର ପକହଙ୍କେ ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ଉଷିୟଙ୍କର ପୁତ୍ର ଯୋଥମ ରାଜ୍ଯ କରିବାକୁ ଆରମ୍ଭ କଲେ।

2 Kings 15:37
ସେ ସମୟରେ ସଦାପ୍ରଭୁ ଅରାମର ରାଜା ରତସୀନ୍କୁ ଓ ରମଲିଯର ପୁତ୍ର ପକହଙ୍କେୁ ଯିହୁଦା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ।

2 Kings 16:1
ଇଶ୍ରାଲୟଲସର ରମଲିଯଙ୍କର ପୁତ୍ର ପଲକହଙ୍କ ରାଜତ୍ବର ସପ୍ତଦଶ ବର୍ଷସରସଯାଥମଙ୍କ ପୁତ୍ର ଆହସ ଯିହୁଦାସର ରାଜାସହଲଲ।

2 Kings 16:5
ସସଲତଲବଲଳ ଅରାମର ରାଜା ରତ୍ସୀନ ଓ ଇଶ୍ରାଲୟଲର ରାଜା ରମଲିଯଙ୍କ ପୁତ୍ର ପଲକହ ୟିରୁଶାଲମ ବିରୁଦ୍ଧସର ୟୁଦ୍ଧ କରିବାକୁ ଆସିଲଲ।ସସମାଲନ ଆହସଙ୍କୁ ଚତୁର୍ଦ୍ଦିଗସର ଘଲରିଗଲଲ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲଲ ନାହିଁ।

2 Chronicles 28:6
ପକହଙ୍କେ ପିତାଙ୍କର ନାମ ଥିଲା ରମଲିଯ। ପକହେ ଓ ତାଙ୍କର ସୈନ୍ଯଦଳ ଗୋଟିଏ ଦିନ ରେ ଯିହୁଦାର 1,20,000 ଜଣ ସାହସୀ ସୈନିକଙ୍କୁ ହତ୍ଯା କଲେ। ପକହେ ଯିହୁଦାର ସହେି ଲୋକମାନଙ୍କୁ ହତ୍ଯା କଲେ, କାରଣ ସମାନଙ୍କେର ପୂର୍ବପୁରୁଷମାନେ ଯେଉଁ ସଦାପ୍ରଭୁ ପରମେଶ୍ବରଙ୍କୁ ମାନୁଥିଲେ, ସମାନେେ ତାଙ୍କୁ ମାନିଲେ ନାହିଁ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்