Base Word
פֵּאָה
Short Definitionproperly, mouth in a figurative sense, i.e., direction, region, extremity
Long Definitioncorner, edge, side, quarter, extremity
Derivationfeminine of H6311
International Phonetic Alphabetpeˈʔɔː
IPA modpeˈʔɑː
Syllablepēʾâ
Dictionpay-AW
Diction Modpay-AH
Usagecorner, end, quarter, side
Part of speechn-f

Exodus 25:26
ଆଉ ସୁବର୍ଣ୍ଣ ରେ ଚାରୋଟୀ କଡା କରି ଚାରି ଖୁରାର ଚାରି କଣ ରେ ରଖିବ।

Exodus 26:18
ପବିତ୍ର ତମ୍ବୁ ତିଆରି କରିବାପାଇଁ ଦକ୍ଷିଣ ଦିଗ ରେ କୋଡିଏଟି କାଠର ତକ୍ତା ବ୍ଯବହାର କର।

Exodus 26:20
ପୁଣି ପବିତ୍ର ତମ୍ବୁର ଅନ୍ୟ ପାଶର୍‌ବ ରେ ଉତ୍ତର ଦିଗ ରେ କୋଡିଏ ପଟା ହବେ।

Exodus 27:9
ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।

Exodus 27:9
ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।

Exodus 27:11
ତମ୍ବୁର ଉତ୍ତର ପାଶର୍‌ବ ରେ ଶ ହେ ହାତ ଲମ୍ବ ପରଦା ହବେ ଓ ତାହାର କୋଡିଏ ସ୍ତମ୍ଭ ଓ କୋଡିଏ ଚୁଙ୍ଗୀ ପିତ୍ତଳର ହବେ। ଏବଂ ସ୍ତମ୍ଭର ଆଙ୍କଡା ଛୁଞ୍ଚିଆ ରୂପାର ହବେ।

Exodus 27:12
ଆଉ ପଶ୍ଚିମ ଦିଗ ରେ ପ୍ରାଙ୍ଗଣର ପ୍ରସ୍ଥତା ନିମନ୍ତେ ପଚାଶ ହସ୍ତ ପରଦା ଓ ତହିଁର ଦଶ ସ୍ତମ୍ଭ ଓ ଦଶ ଚୁଙ୍ଗୀ କରିବ।

Exodus 27:13
ପୂର୍ବ ଦିଗ ରେ ପ୍ରାଙ୍ଗଣର ପ୍ରସ୍ଥତା ପଚାଶ ହାତ ହବେ।

Exodus 36:23
ସମାନେେ ପବିତ୍ର ତମ୍ବୁ ନିମନ୍ତେ କୋଡିଏଟି ପଟା ଦକ୍ଷିଣପଟ ପାଇଁ ପ୍ରସ୍ତୁତ କଲେ।

Exodus 36:25
ସମାନେେ ଉତ୍ତରପଟ ପାଇଁ କୋଡିଏଟି ପଟା ତିଆରି କଲେ, ସହେି ପବିତ୍ର ତମ୍ବୁ ପାଇଁ।

Occurences : 86

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்