Base Word
עָקֹד
Short Definitionstriped (with bands)
Long Definitionstreaked, striped
Derivationfrom H6123
International Phonetic Alphabetʕɔːˈk’od̪
IPA modʕɑːˈko̞wd
Syllableʿāqōd
Dictionaw-KODE
Diction Modah-KODE
Usagering straked
Part of speecha

Genesis 30:35
ସହେିଦିନ ଲାବନ ବିନ୍ଦୁ ଚିହ୍ନିତ ଛାଗଳନମାନଙ୍କୁ ଲୁଚାଇ ଦଲୋ। ଏବଂ ଚିତ୍ର ବିଚିତ୍ର ଛାଗ ସବୁକୁ ଲୁଚାଇ ଦଲୋ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମଷଗେଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନବୋକୁ ଦଲୋ।

Genesis 30:39
ପୁଣି ସହେି ଶାଖା ନିକଟରେ ସମାନଙ୍କେର ସଂଗମ ହବୋରୁ ପଶୁମାନେ ରଖାଙ୍କେିତ, ଚିତ୍ର ବିଚିତ୍ର ଓ ବିନ୍ଦୁ ଚିହ୍ନିତ ମଷେ ଛୁଆମାନ ଜନ୍ମ କଲେ।

Genesis 30:40
ଯାକୁବ ସହେି ଚିତ୍ର ବିଚିତ୍ର ଛୁଆମାନଙ୍କୁ ଅନ୍ୟ ପାଖରୁ ଭିନ୍ନ ଭିନ୍ନ କଲା। ପୁଣି ଲାବନ ରଖାଙ୍କେିତ ଓ କୃଷ୍ଣବର୍ଣ୍ଣ ସବୁ ମଷେ ପ୍ରତି ମଷେୀମାନଙ୍କର ଦୃଷ୍ଟି ରଖାଇଲା। ଏହିପ୍ରକା ରେ ସେ ଲାବନର ପଲ ସହିତ ଆପଣା ପଲ ତନଖି ପୃଥକ କଲା।

Genesis 31:8
ଥରେ ଲାବନ କହିଲେ, 'ତୁମ୍ଭେ ସମସ୍ତ ଛିଟିଛିଟିକା ଦାଗଥିବା ପଶୁମାନଙ୍କୁ ରଖ ତାହା ତୁମ୍ଭର ବର୍ତ୍ତନ ହବେ।' ସେ ଏହା କହି ସାରିବାପରେ ସମସ୍ତ ପଶୁମାନେ ଛିଟିଛିଟିଆ ଦାଗଥିବା ଛୁଆ ଜନ୍ମ କଲେ। ତେଣୁ ସେ ସବୁ ମାରେ ହେଲା। କିନ୍ତୁ ଏହାପରେ ଲାବନ କହିଲା, 'ଗାର ଗାର ପଡ଼ିଥିବା ପଶୁଗୁଡ଼ିକ ତୁମ୍ଭର। ସେ ଏହା କହିସାରିବା ପରେ, ସହେିସବୁ ତୁମ୍ଭର ବର୍ତ୍ତନ ହବେ।' ସମସ୍ତ ପଶୁମାନେ ରଖାଙ୍କେିତ ପଶୁମାନଙ୍କୁ ଜନ୍ମ ଦେଲେ।

Genesis 31:10
ସହେି ସମୟରେ ମୁଁ ଏକ ସ୍ବପ୍ନ ଦେଖିଥିଲି, ଯେଉଁ ପୁଂଛାଗ ମାଇ ଛାଗ ସହିତ ସଂଗମ କଲେ। ସମାନେେ ରଖାୟେୁକ୍ତ ଛିଟିଛିଟିକା ଏବଂ ଦାଗଦାଗ ହାଇେଥିଲେ ଏବଂ ବିନ୍ଦୁ ଚିହ୍ନିତ।

Genesis 31:12
ପରମେଶ୍ବରଙ୍କ ଦୂତ କହିଲେ, 'ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଂଗମ କରୁଥିବା ପ୍ରେତ୍ୟକକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟାକା ଓ ଦାଗ ଦାଗ ହାଇଗେଲେ। ମୁଁ ଏହା ହବୋକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ଯବହାର କଲା ମୁଁ ଦେଖିଲି।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்