Base Word | |
עֵפֶר | |
Short Definition | Epher, the name of an Arabian and of two Israelites |
Long Definition | the 2nd son of Midian |
Derivation | probably a variation of H6082; gazelle |
International Phonetic Alphabet | ʕeˈpɛr |
IPA mod | ʕeˈfɛʁ |
Syllable | ʿēper |
Diction | ay-PER |
Diction Mod | ay-FER |
Usage | Epher |
Part of speech | n-pr-m |
Genesis 25:4
ମିଦିଯନର ସନ୍ତାନ ଐଫା ଓ ଏଫର ଓ ହନୋକ ଅବୀଦ ଓ ଇଲଦାଯା ଏହି ସମସ୍ତେ କଟୂରାର ସାନ୍ତାନ।
1 Chronicles 1:33
ମିଦିଯନର ପୁତ୍ରଗଣ ଥିଲେ : ଐଫା, ଏଫର, ହନୋକ, ଅବୀଦ, ଇଲଦୀଯ। ଏହି ସମସ୍ତ ବ୍ଯକ୍ତିମାନେ କଟୁରାର ବଂଶଧର ଥିଲେ।
1 Chronicles 4:17
ଏଜ୍ରାଙ୍କର ପୁତ୍ରମାନେ ଥିଲେ ଯେଥର, ମରଦେ, ଏଫର ଓ ଯାଲୋନ୍। ମଲଦଙ୍କେର ବିଥିଯା ନାମ୍ନୀ ଜଣେ ମିଶରୀଯା ସ୍ତ୍ରୀ ଥିଲେ। ସେ ଗର୍ଭଧାରଣ କଲେ ଏବଂ ମରିଯମ, ଶମ୍ମଯ ଓ ଇଷ୍ଟିମାୟଙ୍କେର ପିତା ୟିଶବହଙ୍କୁ ଜନ୍ମ ଦେଲେ ଏବଂ ତାଙ୍କର ୟିହୁଦୀଯ ପତ୍ନୀ ଯରେଦ୍ ହବରେ ଓ ୟିକୂଥୀଯଲଙ୍କେୁ ଜନ୍ମ ଦେଲେ।
1 Chronicles 5:24
ସମାନଙ୍କେ ପରିବାର ନେତାଗଣ ଥିଲେ : ଏଫର, ୟୀଶି, ଇଲୀଯଲେ, ଅସ୍ରୀଯଲେ, ୟିରମିଯ, ହୋଦବିଯ ଓ ୟହଦୀଯଲେ, ସହେି ଲୋକମାନେ ଅତ୍ଯନ୍ତ ବଳିଷ୍ଠ ସାହସୀ ଏବଂ ବିଖ୍ଯାତ ବ୍ଯକ୍ତିଗଣ ଥିଲେ। ସମାନେେ ସମାନଙ୍କେର ପରିବାରବର୍ଗର ମୁଖ୍ଯ ଥିଲେ।
Occurences : 4
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்