Base Word
עָנַג
Short Definitionto be soft or pliable, i.e., (figuratively) effeminate or luxurious
Long Definitionto be soft, be delicate, be dainty
Derivationa primitive root
International Phonetic Alphabetʕɔːˈn̪ɑɡ
IPA modʕɑːˈnɑɡ
Syllableʿānag
Dictionaw-NAHɡ
Diction Modah-NAHɡ
Usagedelicate(-ness), (have) delight (self), sport self
Part of speechv

Deuteronomy 28:56
ଏପରିକି ତୁମ୍ଭମାନଙ୍କ ମଧିଅରେ ଥିବା ଦୟାଳକ୍ସ୍ଟ ସ୍ତ୍ରୀଲୋକ ମଧ୍ଯ ନିଷ୍ଠକ୍ସ୍ଟର ହାଇେ ଉଠିବ। ସେ ତା'ର ଜୀବନକକ୍ସ୍ଟ ଏପରି ଉତ୍ସର୍ଗ କରିଥିଲା ଯେ ସେ କବେେ ତା'ର ପାଦ ପଦାକକ୍ସ୍ଟ ବାହାର କରି ନଥିଲା। ସେ ତା'ର ସ୍ବାମୀ, ତା'ର ପିଲାମାନଙ୍କ ପ୍ରତି ନିଷ୍ଠକ୍ସ୍ଟର ହବେ।

Job 22:26
ତା'ପରେ ତୁମ୍ଭେ ସର୍ବଶକ୍ତିମାନ ପରମେଶ୍ବରଙ୍କୁ ଉପ ଭୋଗ କର। ସମାନେେ ତା'ପରେ ପରମେଶ୍ବରଙ୍କୁ ଅନାଇବେ।

Job 27:10
ସହେି ଲୋକ କ'ଣ ସର୍ବଶକ୍ତିମାନଙ୍କୁ ଗୁହାରି କରି ଆନନ୍ଦ ଅନୁଭବ କରିବ। ସେ ସବୁ ସମୟରେ ପରମେଶ୍ବରଙ୍କୁ ଡ଼ାକିବା ଉଚିତ ଥିଲା।

Psalm 37:4
ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାର ସୁଖଭୋଗ କର ତହିଁରେ ସେ ତୁମ୍ଭର ଇଚ୍ଛା ପୂରଣ କରିବେ।

Psalm 37:11
ପରମେଶ୍ବର ସମାନଙ୍କେୁ ପ୍ରତିଜ୍ଞା କରିଥିଲେ ୟେ, ନମ୍ର ଲୋକମାନେ ଭୂମି ପାଇବେ ଓ ସମାନେେ ଶାନ୍ତି ଉପ ଭୋଗ କରିବେ।

Isaiah 55:2
ଅଖାଦ୍ୟ ପାଇଁ ତୁମ୍ଭମାନେେ କାହିଁକି ରୂପା ବ୍ଯଯ କରୁଅଛ। ପୁଣି ଯାହା ତୃପ୍ତିକର ନୁହେଁ ସେଥିପାଇଁ କାହିଁକି ପରିଶ୍ରମ କରୁଅଛ। ତେଣୁ ମନୋୟୋଗ ସହକା ରେ ଆମ୍ଭକଥା ଶୁଣ ଓ ଉତ୍ତମ ଦ୍ରବ୍ଯ ଭୋଜନ କର। ପୁଣି ପୁଷ୍ଟିକର ଦ୍ରବ୍ଯ ରେ ତୁମ୍ଭମାନଙ୍କର ଆତ୍ମାକୁ ସନ୍ତୁଷ୍ଟ ହବୋକୁ ଦିଅ।

Isaiah 57:4
ତୁମ୍ଭମାନେେ କାହାକୁ ଉପହାସ କରୁଅଛ ? ତୁମ୍ଭମାନେେ କାହା ଆଡ଼େ ମୁଖ ମଲୋଇ ଜିହ୍ବା ବାହାର କରୁଅଛ ? ତୁମ୍ଭମାନେେ କ'ଣ ଅଧର୍ମାଚାରୀର ସନ୍ତାନ ଓ ଅନାଚାର ବଂଶ ନୁହଁ ?

Isaiah 58:14
ତବେେ ତୁମ୍ଭେ ସଦାପ୍ରଭୁଙ୍କଠା ରେ ଆନନ୍ଦ କରିବ ; ପୁଣି ଆମ୍ଭେ ତୁମ୍ଭକୁ ପୃଥିବୀର ଉଚ୍ଚସ୍ଥାନମାନଙ୍କ ରେ ଆରୋହଣ କରାଇବା ଆଉ ତୁମ୍ଭ ପିତା ଯାକୁବର ଅଧିକାର ତୁମ୍ଭକୁ ଭୋଗ କରାଇବା ; କାରଣ ସଦାପ୍ରଭୁଙ୍କ ମୁଖରୁ ଏହା ନିଃସୃତ ହାଇେଅଛି।

Isaiah 66:11
ତହିଁରେ ତୁମ୍ଭମାନେେ ତାହାର ଦୟାରୂପ ସ୍ତନ୍ଯପାନ କରି ତୃପ୍ତ ହବେ ; ତୁମ୍ଭମାନେେ ତା'ର ଦୁଗ୍ଧ ଦୋହନ କରି ତାହାର ଐଶ୍ବର୍ୟ୍ଯର ବାହୁଲ୍ଯ ରେ ଆନନ୍ଦିତ ହବେ।

Jeremiah 6:2
ହେ ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ଯା, ଆମ୍ଭେ ତୁମ୍ଭକୁ ଧ୍ବଂସ କରିବା।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்