Base Word
עֲלִיָּה
Short Definitionsomething lofty, i.e., a stair-way; also a second-story room (or even one on the roof); figuratively, the sky
Long Definitionroof-room, roof chamber
Derivationfeminine from H5927
International Phonetic Alphabetʕə̆.lɪjˈjɔː
IPA modʕə̆.liˈjɑː
Syllableʿăliyyâ
Dictionuh-lih-YAW
Diction Moduh-lee-YA
Usageascent, (upper) chamber, going up, loft, parlour
Part of speechn-f

Judges 3:20
ଏହୂଦ୍ ରାଜାଙ୍କ ନିକଟକକ୍ସ୍ଟ ଗଲେ। ସହେି ସମୟରେ, ଇଲ୍ଲୋନ ଉଚ୍ଚ ସିଂହାସନ ମଂଚ ଉପରେ ବସିଥିଲେ, ଏହା କବଳେ ତାଙ୍କର ଥିଲା।

Judges 3:23
ଏହାପରେ ଏହୂଦ ଘରର ବାହାର ଓ ଭିତର କବାଟ ବନ୍ଦ କଲେ ଏବଂ ସମାନଙ୍କେୁ ତାଲା ପକାଇ ଦେଲେ। ତା'ପରେ ସେ ରାଜାଙ୍କର ସିଂହାସନ ଘର ଆଡକକ୍ସ୍ଟ ଅଗ୍ରସର ହେଲେ ଏବଂ ନିମ୍ନ ରେ ଥିବା ନିଜ ପାଇଖାନା ରେ ପ୍ରବେଶ କଲେ।

Judges 3:24
ତାହାପରେ ଏହୂଦ୍ ମୂଖ ଛାଡିଲେ ଏବଂ ଏଲ୍ଲୋନର ଦାସମାନେ ଆସିଲେ। ଯେତବେେଳେ ସେ ଦେଖିଲେ ରାଜାଙ୍କ ସିଂହାସନ ଘରର ଫାଟକ ବନ୍ଦ ହାଇେଥିଲା, ଦାସମାନେ କହିଲେ, ରାଜା ତାଙ୍କର ନିଜର କୋଠରି ମଧିଅରେ ଆରାମ ନେଉଛନ୍ତି।

Judges 3:25
ତେଣୁ ସମାନେେ ସଠାେରେ ବହକ୍ସ୍ଟତ ସମୟ ଅପେକ୍ଷା କଲେ କିନ୍ତୁ କବାଟଗକ୍ସ୍ଟଡିକ ଆଦୌ ଖାଲିେଲା ନାହିଁ। ସର୍ବଶଷେ ରେ ଦାସମାନେ ସମାନଙ୍କେର ର୍ଧୈୟ୍ଯ ହରାଇଲେ। ସମାନେେ ସେ ଗ୍ଭବି ପାଇଲେ କବାଟ ଖାଲିେଲେ ଓ ଭିତ ରେ ପ୍ରବେଶ କଲେ। ସଠାେରେ ସମାନେେ ଚଟାଣ ଉପରେ ରାଜା ମରି ପଡିଥିବାର ସମାନେେ ପାଇଲେ।

2 Samuel 18:33
ଏହାପରେ ରାଜା ଜାଣିଗଲେ ଯେ ଅବଶାଲୋମ ମୃତ। ରାଜା ଦକ୍ସ୍ଟଃଖ ରେ ଭାଙ୍ଗି ପଡିଲେ, ସେ ନଗର ଦ୍ବାର ଉପରିସ୍ଥ କୋଠରୀକକ୍ସ୍ଟ ୟାଇ କ୍ରନ୍ଦନ କଲେ। ସେ କଠାେରୀ ରେ ଏପଟରକ୍ସ୍ଟ ସପଟେ କ୍ରନ୍ଦନ କରି କରି ବକ୍ସ୍ଟଲକ୍ସ୍ଟଥାନ୍ତି। ସେ କହକ୍ସ୍ଟଥିଲେ, ହେ ମାରେ ପକ୍ସ୍ଟତ୍ର ଅବଶା ଲୋମ, ମାରେ ପକ୍ସ୍ଟତ୍ର ଅବଶା ଲୋମ, ମୁ ଆଶା କରୁଥିଲି ମୁ ତକ୍ସ୍ଟମ୍ଭ ବଦଳ ରେ ମରିଥାନ୍ତି କି! ହାୟ ମାରେ ପକ୍ସ୍ଟତ୍ର ଅବଶା ଲୋମ ମାରେ ପକ୍ସ୍ଟତ୍ର, ଅବଶାଲୋମ।

1 Kings 17:19
ତହୁଁ ଏଲିଯ ତାକୁ କହିଲେ, ତୁମ୍ଭ ପୁତ୍ରକୁ ମାେତେ ଦିଅ। ଏଲିଯ ତା'ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କଠାେରୀକୁ ନଇୟୋଇ ଆପଣା ଶୟ୍ଯା ରେ ତାକୁ ଶୁଆଇ ଦେଲେ।

1 Kings 17:23
ତା'ପରେ ଏଲିଯ ପୁଅଟିକୁ ଧରି ତଳକୁ ଓହ୍ଲାଇ ଆସିଲେ ଓ ସହେି ସ୍ତ୍ରୀ ଲୋକଟିକୁ କହିଲେ, ଦେଖ, ତୁମ୍ଭର ପୁତ୍ର ଜୀବିତ।

2 Kings 1:2
ଏକଦା ଅହସିଯ ତାଙ୍କର ଶମରିଯାସ୍ଥିତ ଗୃହର ଛାତ ଉପରୁ ଝରକା ଦଇେ ପଡି ଆହତ ହେଲ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, ୟାଅ, ମୁଁ ଏହି ଆଘାତରୁ ଆରୋଗ୍ଯ ଲାଭ କରିବି କି ନାହିଁ। ଏହା ଇକୋର୍ଣର ଯାଜକ ବାଲ-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।

2 Kings 4:10
ତେଣୁ ମୁଁ ତୁମ୍ଭକୁ ବିନଯ କରୁଛି, ତୁମ୍ଭମାନେେ ଆମ୍ଭର ଛାତ ଉପରେ ଗୋଟିଏ େଛାଟ କଠାେରୀ ନିର୍ମାଣ କର ଓ ସେଥି ରେ ଗୋଟିଏ ଖଟ, ମଜେ, ଆସନ ଓ ଦୀପରୂଖା ରଖିବ, ତେଣୁ ସେ ଆମ୍ଭମାନଙ୍କ ନିକଟକୁ ଆସିଲା ବେଳେ ସଠାେରେ ରହିବ।

2 Kings 4:11
ଦିନେ ଇଲୀଶାୟ ସହେି ସ୍ତ୍ରୀ ଲୋକର ଗୃହକୁ ଆସିଲେ ଓ ସହେି କଠାେରୀ ରେ ୟାଇ ଶଯନ କଲେ।

Occurences : 20

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்