Base Word
עֲזָרָה
Short Definitionan inclosure; also a border
Long Definitionenclosure
Derivationfrom H5826 in its original meaning of surrounding
International Phonetic Alphabetʕə̆.d͡zɔːˈrɔː
IPA modʕə̆.zɑːˈʁɑː
Syllableʿăzārâ
Dictionuh-dzaw-RAW
Diction Moduh-za-RA
Usagecourt, settle
Part of speechn-f

2 Chronicles 4:9
ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ବାର ନିର୍ମାଣ କଲେ ଏବଂ ସଗେୁଡ଼ିକୁ ପିତ୍ତଳ ରେ ଆଚ୍ଛାଦନ କଲେ।

2 Chronicles 4:9
ଶଲୋମନ ଯାଜକମାନଙ୍କ ପାଇଁ ବୃହତ୍ ପ୍ରାଙ୍ଗଣ ନିର୍ମାଣ କଲେ। ସେ ବୃହତ୍ ପ୍ରାଙ୍ଗଣ ନିମନ୍ତେ ଦ୍ବାର ନିର୍ମାଣ କଲେ ଏବଂ ସଗେୁଡ଼ିକୁ ପିତ୍ତଳ ରେ ଆଚ୍ଛାଦନ କଲେ।

2 Chronicles 6:13
ଶଲୋମନ 26 ମିଟର ଲମ୍ବ ଓ 26 ମଟର ପ୍ରସ୍ଥ ଓ 15 ମିଟର ଉଚ୍ଚତା ବିଶିଷ୍ଟ ପିତ୍ତଳର ଏକ ମଞ୍ଚ ନିର୍ମାଣ କରିଥିଲେ ଓ ତାହାକୁ ବାହାର ପ୍ରାଙ୍ଗଣର ମଧ୍ଯଭାଗ ରେ ସ୍ଥାପିତ କରିଥିଲେ। ଏହାପରେ, ସେ ସହେି ମଞ୍ଚ ଉପରେ ଠିଆ ହେଲେ ଓ ଏକତ୍ରୀତ ହାଇେଥିବା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖ ରେ ଆଣ୍ଠାଇେ ପଡ଼ିଲେ। ଶଲୋମନ ଆକାଶ ଆଡ଼େ ଆପଣା ଦୁଇ ହସ୍ତ ବିସ୍ତାର କଲେ।

Ezekiel 43:14
ଭୂମିସ୍ଥ ମୂଳଠାରୁ ତଳ ଥାକ ପର୍ୟ୍ଯନ୍ତ ଦୁଇହାତ ଓ ପ୍ରସ୍ଥ ଏକ ହାତ ହବେ। ସହେି କ୍ଷୁଦ୍ରତମ ଥାକଠାରୁ ବଡ଼ଥାକ ପର୍ୟ୍ଯନ୍ତ ଚାରିହାତ ଓ ପ୍ରସ୍ଥ ଏକ ହାତ ହବେ।

Ezekiel 43:17
ପାଶର୍‌ବଗୁଡ଼ିକ ମଧ୍ଯ ବର୍ଗାକାର ପୁଣି ଥାକର ଚାରିପାଖର ର୍ଦୈଘ୍ଯ ଚଉଦ ହାତ ଓ ପ୍ରସ୍ଥ ଚଉଦ ହାତ ହବେ। ତହିଁର ଧାର ଚାରି ଦିନ ରେ ଅଧହାତ ଓ ତହିଁର ମୂଳ ଚାରିଆଡ଼େ ଏକ ହାତ ପରିମିତ ହବେ। ତା'ର ପାବଚ୍ଛଗୁଡ଼ିକ ପୂର୍ବାଭିମୁଖ ହବେ।

Ezekiel 43:20
ଆଉ ତୁମ୍ଭେ ତାହାର ରକ୍ତ ନଇେ ୟଜ୍ଞବଦେୀର ଚାରିକଣ ରେ ଥିବା ଚାରି ଶିଙ୍ଗ ରେ, ଥାକର ଚାରିକୋଣ ଉପ ରେ ଓ ଧାରର ଚାରିଆଡ଼େ ଦବେ। ଏହିରୂପେ ତୁମ୍ଭେ ବଦେୀକି ଶୁଚି କରି ତାହା ପାଇଁ ପ୍ରାଯଶ୍ଚିତ କରିବ।

Ezekiel 45:19
ପୁଣି ଯାଜକ ପାପାର୍ଥକ ବଳିର ରକ୍ତର କିଛି ନଇେ ମନ୍ଦିରର ଚୌକାଠମାନର ଉପ ରେ ୟଜ୍ଞବଦେୀ ଥାକର ଚାରି କଣର ଉପ ରେ ଆଉ ଭିତର ପ୍ରାଙ୍ଗଣର ଦ୍ବାର ଚୌକାଠର ଉପ ରେ ଲଗାଇବା ଉଚିତ୍।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்