Base Word | |
עָוַת | |
Short Definition | to wrest |
Long Definition | to be bent, be crooked, bend, make crooked, pervert |
Derivation | a primitive root |
International Phonetic Alphabet | ʕɔːˈwɑt̪ |
IPA mod | ʕɑːˈvɑt |
Syllable | ʿāwat |
Diction | aw-WAHT |
Diction Mod | ah-VAHT |
Usage | bow self, (make) crooked, falsifying, overthrow, deal perversely, pervert, subvert, turn upside down |
Part of speech | v |
Job 8:3
ପରମେଶ୍ବର କ'ଣ ବିଚାରର ବିପରୀତ କରନ୍ତି କି ? ଅଥବା ସର୍ବଶକ୍ତିମାନ ନ୍ଯାଯର ବିପରୀତ କରନ୍ତି କି ?
Job 8:3
ପରମେଶ୍ବର କ'ଣ ବିଚାରର ବିପରୀତ କରନ୍ତି କି ? ଅଥବା ସର୍ବଶକ୍ତିମାନ ନ୍ଯାଯର ବିପରୀତ କରନ୍ତି କି ?
Job 19:6
କିନ୍ତୁ ସେ ପରମେଶ୍ବର ମାେ ପ୍ରତି ଭୁଲ କରିଛନ୍ତି ? ସେ ମାେତେ ଧରିବାକୁ ନିଜର ଫାନ୍ଦ ବସାଇଲେ।
Job 34:12
ଏହାହିଁ ସତ୍ଯ ଅଟେ। ପରମେଶ୍ବର କୁକର୍ମ କରନ୍ତି ନାହିଁ। ସର୍ବଶକ୍ତିମାନ ପରମେଶ୍ବର ନ୍ଯାଯ ଭ୍ରଷ୍ଟ କରନ୍ତି ନାହିଁ।
Psalm 119:78
ଯେଉଁ ଲୋକମାନେ ନିଜକୁ ମାଠାରୁେ ଧାର୍ମିକ ଭାବନ୍ତି, ମାେ ବିଷଯରେ ମିଥ୍ଯା କହନ୍ତି। ମୁଁ ଆଶାକରେ ସମାନେେ ଲଜ୍ଜିତ ହୁଅନ୍ତୁ। ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ଯାନ କରେ।
Psalm 146:9
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି। ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି, ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ବଂସ କରନ୍ତି।
Ecclesiastes 1:15
ତୁମ୍ଭେ ଏସବୁ ପରିବର୍ତ୍ତନ କରିପାରିବ ନାହିଁ। ଯାହା ବଙ୍କା ତାହା ସଳଖ କରାୟାଇ ନ ପା ରେ। ଯାହା ସଠାେ ରେ ନାହିଁ ତୁମ୍ଭମାନେେ ତାହା ଗଣିପାରିବ ନାହିଁ।
Ecclesiastes 7:13
ପରମେଶ୍ବରଙ୍କ କାର୍ୟ୍ଯକୁ ଅନୁଧ୍ଯାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କହେି ଠିକ୍ କରିପାରିବ ନାହିଁ।
Ecclesiastes 12:3
ସହେି ଦିନ ଗୃହ ରକ୍ଷକମାନେ ଥରହର ହବେେ ଓ ବଳବାନ ଲୋକେ ଆପେ ନତ ହବେେଓ ପଷେିକାମାନେ ଅଳ୍ପ ସଂଖ୍ଯକ ଦବୋରୁ ନିବୃତ ହବେେ। ପୁଣି ସହେିମାନେ ଯେଉଁମାନେ ଝରକାରୁ ଉଙ୍କିମାରି ଦେଖନ୍ତି, ସମାନେେ ଅନ୍ଧ ହବେେ।
Lamentations 3:36
ଏକ ବ୍ଯକ୍ତିକୁ ନ ଦେଖି ତା'ର ମକଦ୍ଦମା ରେ ନିରାଶ କରି, ସଦାପ୍ରଭୁ ଆନନ୍ଦିତ ହୁଅନ୍ତି ନାହିଁ।
Occurences : 11
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்